Browsing Tag

Dengue fever

ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି

ଭୁବନେଶ୍ୱର :  ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ଗତକାଲି ରାଜ୍ୟରେ ୨୨୧୫ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୨୮୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।ଖୋର୍ଦ୍ଧା ଜିଲ୍ଲାରୁ କେବଳ ୧୮୮, ପୁରୀ ୨୮, ବାଲେଶ୍ବର ୧୬ ଓ ଝାରସୁଗୁଡ଼ାରୁ ୧୨ଜଣ ରୋଗୀ…
Read More...

୯ଦିନରେ ୧ ହଜାରରେ ପହଞ୍ଚିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ ବଢୁଛି ଡେଙ୍ଗୁ । ୯ଦିନରେ ୧୦୦୦ରେ ପହଞ୍ଚିଲାଣି ରୋଗୀଙ୍କ ସଂଖ୍ୟା । ଆମେ ଯଦି ନେଖିବା ଦିନକୁ ହାରାହାରି ୧୨୦ ରୋଗୀ ଚିହ୍ନଟ ହେଉଛନ୍ତି । ଡେଙ୍ଗୁର ହଟସ୍ୱଟ ପାଲଟିଛି ଭୁବନେଶ୍ୱର । ତେବେ ମୋଟ ୧୮୩ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରେ ୪୦…
Read More...

ରାଜ୍ୟରେ ସ୍ଥିର ରହିଛି ଡେଙ୍ଗୁ ରୋଗିଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଡେଙ୍ଗୁ ରୋଗିଙ୍କ ସଂଖ୍ୟା । ଏବେ ରାଜଧାନି ଭୁବନେଶ୍ୱରରୁ ଦୈନିକ ୮୦ରୁ ୧୦୦ ମାମଲା ଅସୁଥିବା ବେଳେ ସାରା ରାଜ୍ୟରୁ ୨୦୦ ମାମଲା ଆସୁଥିବା କୁହାଯାଉଛି । ରାଜ୍ୟରେ ଗତ ୧୦ ତାରିଖରେ ୬୮ହଜାର୬୧୦ଟି ଡେଙ୍ଗୁ ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ ୫ହଜାର ୯୭ ଟି…
Read More...