ଦିଲ୍ଲୀ ଏୟାରପୋର୍ଟକୁ ବିପଦ, ବୋମାରେ ଉଡ଼ାଇଦେବାକୁ ଧମକ
ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ସୂଚନା ମିଳିବାପରେ ଏୟାରପୋର୍ଟ ପୋଲିସ, ସିଆଇଏସଏଫ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସୀ ତୁରନ୍ତ ଯାଞ୍ଚ ଅଭିଯାନ ଚଲାଇଛନ୍ତି । ପୋଲିସ ସନ୍ଦେଶ ପଠାଇଥିବା ବ୍ୟକ୍ତି ବିରୋଧରେ ଏଫଆଇଆର…
Read More...
Read More...