Browsing Tag

Delhi Air Quality

‘ଅତ୍ୟନ୍ତ ଖରାପ’ ସ୍ତରରେ; AQI ୩୭୬ ରେ ପହଞ୍ଚିବାରୁ ରାଜଧାନୀରେ ଦେଖାଦେଲା ଶ୍ୱାସରୁଦ୍ଧ ପରିସ୍ଥିତି

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦୨୧ ମସିହା ପରଠାରୁ ଚଳିତ ବର୍ଷ ଦୀପାବଳି ଦିନ ସବୁଠାରୁ ଖରାପ ବାୟୁ ଗୁଣବତ୍ତା (air quality) ରେକର୍ଡ କରାଯାଇଛି। କିଛି ନିରୀକ୍ଷଣ କେନ୍ଦ୍ରରେ ପ୍ରତି ଘଣ୍ଟାରେ PM 2.5 ର ମାତ୍ରା ୧,୦୦୦ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର (µg/m³) ନିକଟତର ହୋଇଥିଲା। ରବିବାର ଦିନ…
Read More...

ଦିଲ୍ଲୀ–NCR ବାୟୁରେ ସାମାନ୍ୟ ସୁଧାର, ହଟିଲା GRAP-4 ପାବନ୍ଧି ; ଏବେ GRAP-3 ଜାରି

ନୂଆଦିଲ୍ଲୀ: ଦିଲ୍ଲୀ–NCR ଅଞ୍ଚଳର ବାୟୁ ଗୁଣମାନରେ ସାମାନ୍ୟ ସୁଧାର ଆସିବା ପରେ GRAP-4 ର କଠୋର ପାବନ୍ଧିଗୁଡ଼ିକୁ ହଟାଯାଇଛି। ଏବେ GRAP-3 ସହ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ପାବନ୍ଧିଗୁଡ଼ିକ ଚାଲୁ ରହିବ। ମଙ୍ଗଳବାର ଦିନ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୩୭୮ ରେକର୍ଡ ହୋଇଥିଲା।…
Read More...