Browsing Tag

Delhi

ହୋଲି-ଦୀପାବଳିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର

ହୋଲି ଆରମ୍ଭରୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପରିବାରକୁ ମାଗଣାରେ LPG ସିଲିଣ୍ଡର ଯୋଗାଇବା ପାଇଁ ଏକ ନୂତନ କଲ୍ୟାଣକାରୀ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ଦିଲ୍ଲୀ ସରକାର। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଚାରରେ ଏକ ପ୍ରମୁଖ ପ୍ରତିଶ୍ରୁତି ଥିବା ଏହି ଯୋଜନାକୁ କ୍ୟାବିନେଟ…
Read More...

ବାୟ ପ୍ରଦୂଷଣ ବଢିବା ପ୍ରସଙ୍ଗ ନେଇ ଦିଲ୍ଲୀ ଏମ୍‌ସିଡିକୁ କୋର୍ଟଙ୍କ କଡା ନିର୍ଦ୍ଦେଶ

ଦିନକୁ ଦିନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଆଜି ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏମସିଡି ଆସନ୍ତା ବର୍ଷ ଅକ୍ଟୋବର ୧ରୁ ଜାନୁଆରୀ…
Read More...

ଗମ୍ଭୀର ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା, ବିମାନବନ୍ଦର ଜାରି କଲା ପରାମର୍ଶ

ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ବିଷାକ୍ତ ପାଲଟି ଯାଇଛି ଦିଲ୍ଲୀର ବାୟୁ । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟକର ହୋଇପଡିଛି । ଯାହାକୁ ନେଇ ବିମାନବନ୍ଦର ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି । ବାୟୁ ଗୁଣବତ୍ତା ସୂଚକାଙ୍କ ବିପଦପୂର୍ଣ୍ଣ…
Read More...

ଦିଲ୍ଲୀ ଆକାଶରେ ଜ୍ୱାଳାମୁଖିର ଅଗ୍ନି ବାଦଲ, ବିମାନ ସେବା ବାଧାପ୍ରାପ୍ତ

ଇଥିଓପିଆରେ ହାଇଲି ଗୁବ୍ବି ଉଦ୍ଗୀରଣରୁ ବାହାରୁଥିବା ଆଗ୍ନେୟଗିରି ପାଉଁଶ ପଶ୍ଚିମ ଏବଂ ଉତ୍ତର ଅଞ୍ଚଳ ଆଡକୁ ପ୍ରବାହିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ବିଷାକ୍ତ ପବନରେ ଦିଲ୍ଲୀବାସୀ ହନ୍ତସନ୍ତ ହେଉଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଘଟଣା ଦିଲ୍ଲୀରେ…
Read More...

ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ, ୪ ଶହ ପାର କଲା AQI

ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ । ୪ ଶହ ପାର କଲା AQI । ଲଗାତାର ଦିଲ୍ଲୀର ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି। ଫଳରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ତରରେ ପହଞ୍ଚିଛି । କିଛି କ୍ଷେତ୍ରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର କରିଛନ୍ତି । ଯାହା ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ପାଇଁ…
Read More...

ଦିଲ୍ଲୀ ସରକାର ରାଜଧାନୀର ପ୍ରଶାସନିକ ଢାଞ୍ଚାର ଏକ ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି

ଦିଲ୍ଲୀ ସରକାର ରାଜଧାନୀର ପ୍ରଶାସନିକ ଢାଞ୍ଚାର ଏକ ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି। ଜନସାଧାରଣଙ୍କ ପାଇଁ ସରକାରୀ ସେବାର ଦ୍ରୁତ ଏବଂ ସହଜ ପ୍ରବେଶ ପ୍ରଦାନ କରିବା ପାଇଁ ରାଜସ୍ୱ ଜିଲ୍ଲା ସୀମା ପୁନର୍ଗଠନ କରାଯିବ। ବର୍ତ୍ତମାନର ୧୧ ଜିଲ୍ଲାକୁ ଏବେ ୧୩ ଟି ଜିଲ୍ଲା ଦ୍ୱାରା ବଦଳାଯିବ,…
Read More...

ଦିଲ୍ଲୀ ପ୍ରଦୂଷଣ ଉଦ୍‌ବେଗଜନକ, ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ

Delhi Air Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ । ଯାହାକୁ ଦୃଷ୍ଟିରେ ରଖି ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପ୍ରାଇଭେଟ୍‌ ଅଫିସ୍‌ମାନଙ୍କରେ ୫୦% ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ । ଲଗାତାର ନବମ ଦିନ ପାଇଁ ପ୍ରଦୂଷଣ ଖରାପ ଥିବାରୁ କଟକଣା । CAQM…
Read More...

କାହିଁକି କୁହାଯାଏ ହକିର ଯାଦୁଗର ଧ୍ୟାନଚାନ୍ଦ ? ହିଟଲରଙ୍କ ସାମ୍ନାରେ ଜର୍ମାନ ବ୍ୟାଣ୍ଡ ବଜାଇଥିଲେ

ରିପୋଟର୍ସ ଟୁଡେ ବ୍ୟୁରୋ; ଆଜି ଦେଶ ପାଳୁଛି କ୍ରୀଡା ଦିବସ । କାରଣ ଆଜି ହେଉଛି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ। ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଆଲ୍ଲାହାବାଦରେ ହୋଇଥିଲା। ମେଜର ଧ୍ୟାନଚାନ୍ଦଙ୍କୁ ହକିର 'ଯାଦୁକର' ବୋଲି କୁହାଯାଉଥିଲା। ମେଜର ଧ୍ୟାନଚାନ୍ଦଙ୍କ ହକିରେ…
Read More...

ବିଷ ଓଗାଳିଲେ ଆଫ୍ରିଦି, ବିବାଦୀୟ ବୟାନ ଦେଇ ହଙ୍ଗାମା କଲେ

ନୂଆଦିଲ୍ଲୀ;-ଭାରତ ସମ୍ପ୍ରତି ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (WCL) ୨୦୨୫ଲିଗ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିଛି। ହରଭଜନ ସିଂହ, ଶିଖର ଧାୱନ, ସୁରେଶ ରାଇନା ଏବଂ ଅଲରାଉଣ୍ଡର ୟୁସୁଫ ପଠାନଙ୍କ ଭଳି କ୍ରିକେଟର ପାକିସ୍ତାନ ବିପକ୍ଷ ବିଶ୍ୱ ଚାମ୍ପିଅନସିପ୍ ଅଫ୍…
Read More...

ସକାଳୁ ସକାଳୁ ଥରିଲା ରାଜଧାନୀ, ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ୪.୪ ରେକର୍ଡ

ନୂଆଦିଲ୍ଲୀ: ସକାଳୁ ସକାଳୁ ଥରିଲା ରାଜଧାନୀ । ଜାତୀୟ ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା । ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ସକାଳ ୯ଟା ୪ରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ତେବେ…
Read More...