ଦିଲ୍ଲୀ ପ୍ରଦୂଷଣ ଉଦ୍ବେଗଜନକ, ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ
Delhi Air Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦ୍ବେଗଜନକ । ଯାହାକୁ ଦୃଷ୍ଟିରେ ରଖି ୱାର୍କ ଫ୍ରମ୍ ହୋମ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପ୍ରାଇଭେଟ୍ ଅଫିସ୍ମାନଙ୍କରେ ୫୦% ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ । ଲଗାତାର ନବମ ଦିନ ପାଇଁ ପ୍ରଦୂଷଣ ଖରାପ ଥିବାରୁ କଟକଣା । CAQM…
Read More...
Read More...