Browsing Tag

death

ଟ୍ରାକ୍ଟର ଦୁର୍ଘଟଣା ରେ ଚାଲାକ ର ମୃତ୍ୟୁ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅଧୀନରେ ଥିବା କାଣିପେନୁ ଘାଇ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଟ୍ରାକଟର ଚାଲାକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ତେବେ ମୃତ ଟ୍ରାକଟର ଚାଲାକ ଜଣକ ରତଙ୍ଗ ପଞ୍ଚାୟତ ଡ଼ଙ୍ଗରପଡା…
Read More...

ସ୍କୁଲରୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରାକ୍ଟର , ଜଣେ ମୃତ

ଭଦ୍ରକ : ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ୍ୟୁ । ସ୍କୁଲରୁ ଫେରୁଥିବା ବେଳେ ୨ଜଣ ୫ମ ଶ୍ରେଣୀ ଛାତ୍ରଙ୍କ ଉପରେ ଚଢିଗଲା ଟ୍ରାକ୍ଟର । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ନୂଆପୋଖରୀ ଧାନଘର ନିକଟରେ । ସୂଚନା ଅନୁଯାୟୀ, ଧାନଘର ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର…
Read More...

ହାତୀ ଆକ୍ରମଣରେ ଜଣେ ମୃତ , ଶବ ରଖି ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବାଲେଶ୍ୱର/ ଶରତ ନାୟକ : ହାତୀ ଆକ୍ରମଣରେ ଗଲା ଜୀବନ । ଔପଦା ବ୍ଲକ ଗଡସାହି ପଞ୍ଚାୟତ ଭରଡ଼ା ବାଟି ଗାଆଁ ର ଭଗବାନ ଲେଙ୍କା (୫୮) ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି । ଯାହାକୁ ନେଇ ଗ୍ରାମରେ ଦେଖା ଦେଇଛି ଉତେଜନା । ଗ୍ରାମବାସୀ ମାନେ ଶବ ରଖି ମୁଖ୍ୟ ରାସ୍ତା ଅବରୋଧ କରିଥିବା ସୂଚନା…
Read More...

ବର୍ଷ ଆରମ୍ଭରୁ ଦୁର୍ଘଟଣା , ଗଲା ଜଣଙ୍କ ଜୀବନ

ଟାଙ୍ଗୀ /ରାକେଶ କୁମାର ଜଗଦେବ : ନୂଆ ବର୍ଷ ରେ ଅଘଟଣ । ପ୍ରବଳ କୁହୁଡି ଯୋଗୁଁ ସକାକୁ ସକାଳୁ ୧୬ ନମ୍ବର ଜାତୀୟ ରାଜପଥ ବଡକୁଳ ନିକଟରେ ହେଲା ଭୟା ବହ ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ମୃତ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଖବର ପାଇ ଗୁରୁତର ଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର…
Read More...

ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମୃତ

ଗଞ୍ଜାମ / ରଜନୀକାନ୍ତ ପାତ୍ର : ମାଛ ଧରିବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ। ବ୍ରହ୍ମପୁର ଗୋପାଳପୁରରେ ଏହି ଅଘଟଣ ଘଟିଛି। ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ୨ ଜଣ ବର୍ତ୍ତି ଯାଇଛନ୍ତି। ମୃତ ଜଣକ ହେଲେ ବି.ବୈରାଗୀ ବୟସ ୬୩ ଜଣାପଡିଛି। ଆଜି ଭୋର୍ ପ୍ରାୟ…
Read More...

ନଦୀରେ ଡଙ୍ଗାବୁଡି ୪ ଜଣ ନିଖୋଜ ଜଣେ ମହିଳା ମୃତ୍ୟୁ

ନନ୍ଦପୁର/ ଦଶରଥ ମାଛ : ନଦୀରେ ଡଙ୍ଗାବୁଡି ୪ ନିଖୋଜ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଘଟିଛି ଏଭଳି ଏକ ଅଘଟଣ । ଜଲାପୁଟ ଭଣ୍ଡାର ପାତାଳି ନଦୀ ସିନ୍ଧି ପୁଟ ନଦୀ ଘାଟରେ ଅଘଟଣ ଘଟିଛି। ଏଠାରେ ଏକ ଦେଶୀଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ…
Read More...

ସମୁଦ୍ରରୁ ଉଦ୍ଧାର ହେଲା ଅଜଣା ମୃତ ଦେହ

ପୁରୀ : ବଡଦିନରେ ସମୁଦ୍ରରେ ଗଲା ଜୀବନ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡ଼ିନଥିଲା ବେଳେ ମୃତକଙ୍କୁ ପିଙ୍କ୍ ହାଉସ୍ ନିକଟ ସମୁଦ୍ରରୁ ଉଦ୍ଧାର କରାଯାଇଛି । ତେବେ ଏହି ମୃତ ବ୍ଯକ୍ତିଙ୍କ ଶରୀର କେଉଁଠୁ ଭାସି ଆସିଛି ନା ସେହି ଠାରେ ବୁଡି ଯାଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।ପୁରୀ…
Read More...

ବ୍ରିଜ ନିକଟରୁ ଉଦ୍ଧାର ହେଲା ଶବ, ହତ୍ୟା ସନ୍ଦେହ କଲେ ପରିବାର

ବାଲିଗୁଡା /ବନବାସୀ ପ୍ରଧାନ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଦଣ୍ଡପଦର ବ୍ରୀଜ ନିକଟରେ ଜଣେ ବ୍ୟକ୍ତୀଙ୍କ ଶବ ଉଦ୍ଧାର ।ମୃତ୍ୟୁ ବ୍ୟକ୍ତି ହେଉଛନ୍ତି କଟକ ଜିଲ୍ଲା ଚଉପଡା , ଥାନା ଗୋବିନ୍ଦପୁର ର ପହଲି ଭୋଇଙ୍କ ପୁତ୍ର କାଶିନାଥ ଭୋଇ ବୋଲି ଜଣାପଡିଛି । ଗତ ୨୨ ରେ ପରିବାର ପକ୍ଷରୁ ମୃତକ…
Read More...

ପିକନିକ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଜଣେ ମୃତ, ୧୦ ଗୁରୁତର

ନୟାଗଡ଼ / ମାନସ କୁମାର ସାହୁ : ମର୍ମନ୍ତୁଦ ସଡକ ଦୁର୍ଘଟଣା ଗଲା ଜୀବନ । ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଗତ ରାତି ଭୋର ସମୟରେ ଏକ ଟ୍ରଲର ପଛରେ ଧକ୍କା ଦେଲା ଏକ ଯାତ୍ରୀବାହି ଟ୍ରାଭଲର। ଘଟଣା ସ୍ଥଳରେ ଜଣେ ମୃତ୍ୟୁ…
Read More...

ଟ୍ରାକ୍ଟର ଚକା ଚଢିଯିବାରୁ ଶ୍ରମିକର ମୃତ୍ୟୁ

ତିର୍ତୋଲ/ ଦିଲ୍ଲୀପ ସହୂ:ଇଟା ବୋଝେଇ ଟ୍ରାକ୍ଟର ଚକା ଚଢିଯିବାରୁ ଶ୍ରମିକର ମୃତ୍ୟୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋରଡ ଗ୍ରାମରେ ଘଟିଛି ଦୁର୍ଘଟଣା। ମଣିଜଙ୍ଗା ଶକ୍ତି ଫ୍ରାଏଆକ୍ସ ରୁ ଇଟା ବୋଝେଇ ଟ୍ରାକ୍ଟର (ନମ୍ବର OR21B 8963)ଗୋରଡ ଗ୍ରାମରେ ଯାଉଥିବା ବେଳେ ଟ୍ରାକ୍ଟର…
Read More...