ସାତ ମାସର ଗର୍ଭବତୀ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
( ଭୁବନେଶ୍ୱର) : ସ୍ୱାମୀ ସାଜିଲା ସୈତାନ । କିଛି ଟଙ୍କା ପାଇଁ ନିଜ ସ୍ତ୍ରୀ କୁ ହତ୍ୟା କରିବାକୁ ପଛାଇଲା ନାହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି ଏୟାରଫିଲ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ।
ସୂଚନାଯୋଗ୍ୟ ଗତ ୨୦୧୭ ମସିହା ଡିସେମ୍ବର ମାସ ୧୭ ତାରିଖ ଦିନ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ…
Read More...
Read More...