Browsing Tag

cyclone

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ବର: ବାତ୍ୟା ପାଇଁ ଦୁଇଦିନ ନନ୍ଦନକାନନ ବନ୍ଦ । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ କରାଯାଇଛି । ଆସନ୍ତାକାଲି (ଅକ୍ଟୋବର ୨୪-ଗୁରୁବାର) ଏବଂ ଅକ୍ଟୋବର ୨୫(ଶୁକ୍ରବାର)ରେ ନନ୍ଦନକାନନ ବନ୍ଦ ରହିବ ବୋଲି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାତ୍ୟା ‘ଦାନା’ର…
Read More...

ବାତ୍ୟା ‘ଦାନା‘ ପାଇଁ ପାରାଦୀପ, ଧାମରା, ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ

ଭୁବେନେଶ୍ୱର: ବାତ୍ୟା ‘ ଦାନା ‘ ପାଇଁ ବନ୍ଦରରେ ୪ ନଂ ବିପଦ ସଂକେତ । ପାରାଦୀପ , ଧାମରା , ପୁରୀ ବନ୍ଦରକୁ ୪ ନଂ ବିପଦ ସଂକେତ । ପାଣି ପାଗ ବିଭାଗ ଉମାଶଙ୍କର ଦାସଙ୍କ ସୂଚନା । ଏହା ଘନୀଭୂତ ହୋଇ ଅକ୍ଟୋବର ୨୩ ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର…
Read More...

ବାତ୍ୟା ଅପଡେଟ୍ : ଆଜି ସୁଦ୍ଧା ସମସ୍ତ ତୋରଣ ଖୋଲ, କାଲି ଭିତରେ ଭସାଣୀ ଶେଷ କର

ବ୍ୟୁରୋ : ସମ୍ବାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲ୍ଲା ପ୍ରଶାସନ ସତର୍କ । ଯେଭଳି କୌଣସି ଦୁର୍ଘଟଣା ନ ଘଟେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଭଳି ସ୍ଥଳେ ବିଶେଷ କରି ଲକ୍ଷ୍ମୀ ପୂଜା ପାଇଁ ଜଣାଶୁଣା କେନ୍ଦ୍ରପଡା ଓ ଢେଙ୍କାନାଳ ପ୍ରଶାସନ ମନ୍ତ୍ରୀଙ୍କ ସହ ବୈଠକ ପରେ କଡା ନିର୍ଦ୍ଦେଶ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଆଜି ରାଷ୍ଟ୍ରପତି ଭବନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରିବା ପରେ ରାଷ୍ଟ୍ରପତିଙ୍କ ଗସ୍ତ…
Read More...

ଡରାଉଛି “ଦାନା” : ଅବପାତ ପରେ ଆକଳନ ହେବ ଲ୍ୟାଣ୍ଡଫଲ….

ବ୍ୟୁରୋ : ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିପାରେ “ଦାନା” । ୨୩ରେ ବାତ୍ୟାର ରୂପ ନେଇ ୨୪ରେ ଅବପାତ ହେବ । ସମୁଦ୍ରରେ ପବନର ବେଗ ରହିବ ୧୦୦-୨୦୦ଆକଳନ ହୋଇଛି । କିନ୍ତୁ ଏଯାବତ ସ୍ଥଳଭାଗରେ ପବନର ବେଗ ଆକଳନ ହୋଇନାହିଁ । ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା…
Read More...

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଉପରି ଭାଗରେ ୫.୮ କି.ମି. ଯାଏଁ ବ୍ୟାପ୍ତ ଅଛି । ଆସନ୍ତା ୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ…
Read More...

ସକ୍ରିୟ ରହିଛି ଦୁଇଟି ଘୁର୍ଣ୍ଣିବଳୟ, ପୁଣି ହେବ ବଡ ବର୍ଷା

ବ୍ୟୁରୋ : ଆସୁଛି ଏକ ବଡ ବର୍ଷା । ୨ଟି ଘୂର୍ଣ୍ଣିବଳୟ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି । ଆଜି ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ। ଉତ୍ତରପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହା ଦ୍ୱାରା ଆସନ୍ତା ୨୬ ତାରିଖ…
Read More...

ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ‘ହାମୁନ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ହାମୁନ୍ । ଗଭୀର ଅବପାତ ଆଜି ସାଇକ୍ଲୋନ୍ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ବାତ୍ୟା ‘ହାମୁନ୍’ ଏବେ ପାରାଦୀପ ଠାରୁ ୨୧୦ କିମି ଓ ଦୀଘାଠାରୁ ୨୭୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ୧୮…
Read More...

ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ‘ବିପର୍ଯ୍ୟୟ’, ଗୁଜୁରାଟର ୮ ରାଜ୍ୟରେ ହାଇ ଆଲର୍ଟ

ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ବିପର୍ଯ୍ୟୟ । ହାଇ ଆଲର୍ଟରେ ଗୁଜୁରାଟର ୮ ରାଜ୍ୟ । ସାଇକ୍ଲୋନ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ ମୁତୟନ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ଆସନ୍ତାକାଲି ଗୁଜୁରାଟର ସୌରାଷ୍ଟ ଓ କଚ୍ଛ…
Read More...

ଭୟଙ୍କର ରୂପ ଧାରଣକରି ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’

ସମୁଦ୍ର ଭିତରେ ବଳ ଗୋଟାଉଛି ‘ବିପର୍ଯ୍ୟୟ’ । ଭୟଙ୍କର ରୂପ ଧାରଣକରି ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା । ଘଣ୍ଟାପ୍ରତି ୫କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ।ଏବେ ବାତ୍ୟା ପୋର ବନ୍ଦର ଠାରୁ ୩୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଚି । କରାଚିର ଦକ୍ଷିଣରେ ୬୬୦ କିମି ଦୂରରେ…
Read More...