Browsing Tag

CYBER CRIME

ସେନାବାହିନୀର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡିଜିଟାଲ ଆରେଷ୍ଟ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ ସାଇବର…

କଟକ:- ସେନାବାହିନୀର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡିଜିଟାଲ ଆରେଷ୍ଟ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଏକ ସାଇବର ଅପରାଧୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କଟକ ସାଇବର ଥାନା ପୋଲିସ । ଡାକ୍ତରଙ୍କ ଠାରୁ ଏକ କୋଟି ନଅ ଲକ୍ଷ ୪୬ ହଜାର ଟଙ୍କା ହଡ଼ପ କରିନେଇଛି ଏହି ଗ୍ୟାଙ୍ଗ ।…
Read More...

ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍

ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍ । ଏବେ ବିଶ୍ୱବିଦ୍ୟାଳୟର ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ସାଇଟ ଖୋଲୁଛି। ଯେଉଁଥିରେ ଇଣ୍ଡୋନେସିଆର ଭାଷା ପରି ଲାଗୁଥିବା ଭାଷାକୁ ଇଂରାଜୀରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ୱେବସାଇଟରେ କ୍ଲିକ କଲେ BENTO4D ପରି ବେଟିଂ ପ୍ଲାଟ ଫର୍ମ ଲିଙ୍କ…
Read More...

ଦୀକ୍ଷିତ ଏଣ୍ଟରପ୍ରାଇଜର୍ସ ନାଁରେ ଏକ ନକଲି କମ୍ପାନି କରି ଲୋକଙ୍କ ଠାରୁ ଠକି ନେଉଥିଲେ ଟଙ୍କା

ଭୁବନେଶ୍ୱର-: ଇନଭେଷ୍ଟ ଠକେଇ ଘଟଣାରେ ସାଇବର ଥାନା ପୋଲିସର ପର୍ଦ୍ଦାଫାସ୍ । ଠକେଇ ଘଟଣାରେ ଭଦ୍ରକରୁ ଉମାଶଙ୍କର ଦୀକ୍ଷିତ ନାମକ ଅପରାଧୁକୁ ଗିରଫ କଲା ସାଇବର ଥାନା ପୋଲିସ। ହ୍ଵାଟ୍ସ ଆପ୍ ଗ୍ରୁପ୍ କରି ଅଧିକ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଠକି ନେଉଥିଲେ  ଟଙ୍କା । ୧୨ଲକ୍ଷ ୨…
Read More...

କୋଟିପତି ହେବାର ଲୋଭ ଦେଖାଇ ଠକି ନେଇଥିଲେ ୧.୫୫ କୋଟି ଟଙ୍କା

ଭୁବନେଶ୍ୱର-: ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନେଇଥିବା ୦୨ ଜଣ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ତୟବ ଖାନ ଏବଂ ଫିରୋଜ ଖାନ। ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି।…
Read More...

ସ୍ୱାମୀଙ୍କ ପୋଲିସ ପୋଷାକ ନେଇ ସ୍ତ୍ରୀ ଚଲାଇଥିଲେ କଳା କାରନାମା

ଭୁବନେଶ୍ୱର-: ଫେସବୁକରେ ନକଲି ପୋଲିସ ସାଜି, ଲୋକଙ୍କୁ ଲଗାଉଥିଲେ ଚୂନ । ସ୍ଵାମୀଙ୍କ ପୋଲିସ ପୋଷାକ ପିନ୍ଧି ଲୋକଙ୍କୁ ଠକୁଥିଲେ ସ୍ତ୍ରୀ । ନିଜକୁ ଆଇଆଇସି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ଠକେଇ ଅଭିଯୋଗ ହେବା ପରେ ଘଟଣାରେ ସାଇବର ଥାନା ପୋଲିସ, ଅସଲି ପୋଲିସଙ୍କ ନକଲି…
Read More...

ସଚେତନ ହେବା ସାଇବର ଅପରାଧ ରୋକିବା ନେଇ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ

କୋରାପୁଟ/ସୁନ୍ଦର କୁମାର ପାଣି:  ସାଇବର ସୁରକ୍ଷା ଅଭିଯାନ ମାଧ୍ୟମରେ ସଚେତନତା କରାଇବା ସହ ଠକାମୀରୁ କିପରି ଦୂରେଇ ରହିବା ସେ ନେଇ ସଚେତନତା କାର୍ଯ୍ୟକ୍ରମ ସହିତ ରଥ ର ଲୋକାର୍ପଣ l ଦେଶ ତଥା ରାଜ୍ୟ ରେ ସାଇବର ସମ୍ପର୍କିତ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକମାନଙ୍କ ବିରୋଧରେ ଆଇନଗତ…
Read More...

ସାଇବର ଅପରାଧ ରୋକିବା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବେତାଗୁଡା ନିକଟସ୍ଥ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ସାଇବର ଅପରାଧ ରୋକିବା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି ସଚେତନତା କର୍ମଶାଳା ରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ,…
Read More...

କ୍ରିପ୍ଟୋ ଓ ବୋନାମୀ ୟୁପିଆଇ ମାଧ୍ୟମରେ ଚାଲିଛି କଳାଧନ କାରବାର

ଭୁବନେଶ୍ୱର: କଳାଧନ ଆୟ କରିବାର ନୂଆ ଉପାୟ ଆପଣେଇଛନ୍ତି ଲାଞ୍ଚୁଆ ମାନେ । ଏବେ ଆଉ ସିଧା ସଲଖ ନେଉ ନାହାନ୍ତି ଲାଞ୍ଚ । ନୂଆ ଉପାୟ ଅରମ୍ଭ କରିଛନ୍ତି ଲାଞ୍ଚ ନେବାର ଡିଜିଟାଲ ପେମେଣ୍ଟ ଓ ବେନାମୀ ୟୁପିଆଇ ମାଧ୍ୟମରେ ବେନାମୀ ଆକାଉଣ୍ଟକୁ ଟଙ୍କା ନେଉଛନ୍ତି। । ଏପରିକି ସେମାନେ ଅନ୍ୟମାନଙ୍କ…
Read More...

ସାଇବର ଠକଙ୍କ ଜାଲରେ ଅବସରପ୍ରାପ୍ତ କର୍ଣ୍ଣେଲ; ଲୁଟିନେଲେ ୨.୫ କୋଟି ଟଙ୍କା

ପୁଣିଥରେ ସାଇବର ଠକଙ୍କ ଜାଲରେ ଫସିଛନ୍ତି ଅବସରପ୍ରାପ୍ତ ଆର୍ମି କର୍ଣ୍ଣେଲ । ପ୍ରଶାସନ ଓ ପୁଲିସ୍ ଅନେକ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଲୋକମାନେ ଲୋଭର ବଶବର୍ତ୍ତୀ ହୋଇ ବାରମ୍ବାର ଠକାମୀର ଶିକାର ହେବାରେ ଲାଗିଛନ୍ତି। ତେବେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ସାଇବର ଠକମାନେ ୭୧…
Read More...

ବଢ଼ୁଛି ସାଇବର ଠକେଇ; ଅନଲାଇନରେ ଲୁଟିନେଲେ ୧୪ ଲକ୍ଷ

ଭୁବନେଶ୍ବର: ସାଇବର ଥାନା ପୋଲିସ ହାତରେ ୪ ଠକ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ଲିଙ୍କରେ ଭିଡ଼ିଓକୁ ଲାଇକ ଓ ସେୟାର କରି ଟଙ୍କା ରୋଜଗାରର ଲୋଭ ଦେଖାଇ ଟଙ୍କା ଲୁଟିଥିଲେ। କିଛିଦିନ ଭଲ ରିଟର୍ଣ୍ଣ ମିଳିବା ପରେ ବିଟ୍ କଏନରେ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଉ ଥିଲେ । ଲୋକଙ୍କୁ ଫସାଇ…
Read More...