କେନାଲ ବନ୍ଧ ନିକଟରେ ସଡକ ଦୁର୍ଘଟଣା, ୧ ମୃତ
(କଟକ) : ରବିବାର ରାତିରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା କେନ୍ଦୁ ପାଟଣା ଜଳସମ୍ପଦ ବିଭାଗ ଅଧିନରେ ଥିବା ୮ ନମ୍ବର କେନାଲ ବନ୍ଧର ଯହିଁଆ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, କଟକ ଜିଲ୍ଲା କେନ୍ଦୁ ପାଟଣା ଜଳସମ୍ପଦ ବିଭାଗ ଅଧିନରେ ଥିବା ୮ ନମ୍ବର…
Read More...
Read More...