Browsing Tag

Cuttack

ଚିଫ୍ ୱାର୍ଡେନ୍ କହିଲେ ରାଗିଂ ଘଟଣା ସତ

କଟକ:- କଟକ ରେଭେନସା ବିଶ୍ଵବିଦ୍ୟାଳୟରେ ରାଗିଂ ଅଭିଯୋଗ ହୋଇଥିଲା । ବିଶ୍ବବିଦ୍ୟାଳୟ ଇଷ୍ଟ ହଷ୍ଟେଲର କିଛି ଛାତ୍ର ସେମାନଙ୍କ ସିନିୟର୍ ଛାତ୍ରଙ୍କଠାରୁ ରାଗିଂ ଶିକାର ହୋଇଥିବା ଅଭିଯୋଗ ଆସିଥିଲା । ୧୦ ଜଣ ଛାତ୍ରଙ୍କ ନାଁରେ କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ ଅଭିଯୋଗ ଯିବାପରେ ଏହାପରେ ପ୍ରାଥମିକ…
Read More...

ଦେହରେ କିରୋସିନ ଢାଳି ନିଜକୁ ଜାଳିଦେଇଛନ୍ତି ଆଉ ଜଣେ ଛାତ୍ରୀ

ବଡମ୍ବା:- ଏଫଏମ କଲେଜ ଘଟଣା ଥମି ନଥିବାବେଳେ ଆଉ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ସାମ୍ନାକୁ ଆସିଛି। ଦେହରେ କିରୋସିନ ଢାଳି ନିଜକୁ ଜାଳିଦେଇଛନ୍ତି ଜଣେ ଛାତ୍ରୀ। ଘଟଣା ଘଟିଛି ବଡମ୍ବା ବ୍ଲକ ଅନ୍ତର୍ଗତ ସାନବାରସିଂହ ଗାଁରେ। ଛାତ୍ରୀ ଜଣକୁ ବୟସ ମାତ୍ର ୧୮ ହୋଇଥିଲା। ପ୍ରେମ ପାଇଁ ସେ ଜୀବନ…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ହେଲା ପ୍ରତ୍ୟାହୃତ କଲେ କଲେଜ କର୍ତ୍ତୃପକ୍ଷ

କଟକ-: ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ହେଲା ପ୍ରତ୍ୟାହୃତ କଲେ କଲେଜ କର୍ତ୍ତୃପକ୍ଷ । ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼  ନିର୍ଦ୍ଦେଶନାମା କିଛି ସମୟ ପରେ ପ୍ରତ୍ୟାହୃତ ହୋଇଛି । ମହିଳା କର୍ମଚାରୀ, ଅଧ୍ୟାପିକା ଓ…
Read More...

କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ

କଟକ: କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ଧୀରେ ଧୀରେ ବଢ଼ୁଛି ମୁଣ୍ଡଳି ଜଳସ୍ତର । ହୀରାକୁଦ ବନ୍ୟା ଜଳ ପହଞ୍ଚିବା ପରେ ବଢ଼ୁଛି ମୁଣ୍ଡଳି ଜଳସ୍ତର । ପ୍ରଥମ ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚିବା ପରେ ଧୀରେ ଧୀରେ ଫୁଲୁଛି ମହାନଦୀ । ସକାଳ ୮ଟା…
Read More...

ଓଡ଼ିଶାର ବିଶିଷ୍ଠ ଶିଶୁ ସାହିତ୍ୟିକ ତଥା ବିଶିଷ୍ଠ ସାରସ୍ୱତ ସାଧକ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୮ ତମ ଜୟନ୍ତୀ…

କଟକ-: ଓଡ଼ିଶାର ବିଶିଷ୍ଠ ଶିଶୁ ସାହିତ୍ୟିକ ତଥା ବିଶିଷ୍ଠ ସାରସ୍ୱତ ସାଧକ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୮ ତମ ଜୟନ୍ତୀ ଉତ୍ସବ ଆଜି ତାଙ୍କ ଜନ୍ମ ଭୂମି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ…
Read More...

କଟକ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

କଟକ-: କଟକ ରେଳ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ତିନୋଟି ୱାଗନ । କଟକ ପାରାଦୀପ ଆଠ ନମ୍ବର ରେଳ ଧାରଣାରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଫଳରେ ଆଠ ନମ୍ବର ରେଳ ଲାଇନ ଦେଇ ସମସ୍ତ ପ୍ରକାର ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁଯାୟୀ, ସକାଳ ୮.୪୩ ସମୟରେ…
Read More...

ଲଗାଣ ବର୍ଷାରେ ଦବିଲା ସିଡିଏ ୧୦ ନମ୍ବର ରାସ୍ତା

କଟକ-: ଲଗାଣ ବର୍ଷାରେ ଦବିଲା ୩୦ ଫୁଟ ରାସ୍ତା।  ଅଳ୍ପକେ ବର୍ତ୍ତିଲେ ଲୋକ ।  କଟକରେ ଲଗାଣ ବର୍ଷାରେ ସିଡିଏ ୧୦ ନମ୍ବରରେ ପାଖାପାଖି ୩୦ ଫୁଟ୍ ରାସ୍ତା ଦବି ଯାଇଛି।  ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତାୟତ କରୁଥିବା ଲୋକ।  ରାସ୍ତା ଦବିବା ପରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ରହିଛି । ଲଗାଣ…
Read More...

କ୍ରିପ୍ଟୋ କରେନ୍ସିରେ କ୍ଷତି ହେବା ପରେ କ୍ଷତି ଭରଣା କରିବା ପାଇଁ ନିଜର ଅପହରଣ ଯୋଜନା ରଚିଥିଲେ ବିଟେକ୍ ଛାତ୍ର

କଟକ-: କଟକରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ବିଟେକ୍ ଛାତ୍ର ନିଜର ଅପହରଣ ଯୋଜନା ରଚିଥିଲେ। ତେବେ ପୋଲିସ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଥିବା କଟକ ଡିସିପି ଋଷିକେଶ ଖିଲାର ସୂଚନା ଦେଇ କହିଛନ୍ତି ଯେ, ଘରୁ ନିଖୋଜ ହୋଇ ବିଟେକ୍ ଛାତ୍ର ନିଜର ଅପହରଣ…
Read More...

ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ…

କଟକ-: ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ ମ୍ୟାଚ। ଏ ନେଇ ବିସିସିଆଇ ପୂର୍ବରୁ ଓସିଏ ସୂଚନା ଦେଇ ସାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଖେଳସୂଚୀ ପ୍ରକାଶ ହୋଇଛି।…
Read More...

କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା

କଟକ-: କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ସହଙ୍ଗା ଗୋପାଳପୁର ଗାଁର ଗୋଲଖ ଜେନାଙ୍କ ଘର୍ ଉପରକୁ ବୋମା ମାଡ଼ କରି ଜଣେ ଦୁର୍ବୃତ୍ତ ଫେରାର ହୋଇଥିବା…
Read More...