Browsing Tag

Cuttack

CNBT ରେ ଖୋଲିଲା ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର

କଟକ ନେତାଜୀ ବସ ଟର୍ମିନାଲ (CNBT) ପରିସରରେ ଓରମାସ (ORMAS) ପକ୍ଷରୁ  ରିଟେଲ ଆଉଟଲେଟ୍ "ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର - the Village Store" ନୂତନ ଭାବେ ଖୋଲାଯାଇଛି। ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHGs), ଚାଷୀ ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଏକ…
Read More...

ଏସସିବି ମେଡିକାଲ୍ ଅଗ୍ନିକାଣ୍ଡ ଘଟଣା: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ, ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍…

କଟକ: କଟକର ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଟ୍ରମା କେଆର୍ ଆଇସିୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣାକୁ ନେଇ ସମଗ୍ର ଦେଶରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜାଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ…
Read More...

ବଢ଼ୁଛି ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ ବିବାଦ

ଭୁବନେଶ୍ଵର: ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ତେଜୁଛି । ଜେନେରାଲ୍ ବଡି ବୈଠକକୁ ବୟକଟ୍ କରି Lalitendu Bidyadhar Mohapatra ଗଣମାଧ୍ୟମ ଆଗରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, OCA ପକ୍ଷରୁ ନିର୍ବାଚନକୁ ଇଚ୍ଛାପୂର୍ବକ…
Read More...

ଏସସିବି ମେଡିକାଲ ଆଇସିୟୁ ଘଟଣା: ରୋଗୀ ବେଡ୍‌ରୁ ଖସିବା ପରେ ଡ୍ୟୁଟିରେ ଥିବା କର୍ମଚାରୀ ନିଲମ୍ବିତ

କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ କର୍ତ୍ତୃପକ୍ଷ କଠୋର ପଦକ୍ଷେପ ନେଇଛନ୍ତି। ଆଇସିୟୁ ବେଡ୍‌ରୁ ଜଣେ ମହିଳା ରୋଗୀ ଖସିପଡ଼ିବା ଘଟଣାରେ ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା…
Read More...

ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଡିଜିଟାଲ ଜନଗଣନା, ଏପ୍ରିଲ ସୁଦ୍ଧା ଘର ଗଣନା ସମାପ୍ତ ଲକ୍ଷ୍ୟ

କଟକ: କଟକ ଜିଲ୍ଲାରେ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା (House Listing) କାର୍ଯ୍ୟ କରାଯାଇ ଏପ୍ରିଲ ମାସ ସୁଦ୍ଧା ଏହା ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଘର ଗଣନା ପରେ ମୁଖ୍ୟ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏଥର…
Read More...

ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

କଟକ: ଜାତୀୟ ପ୍ରତୀକର ଅପବ୍ୟବହାର ଓ ତ୍ରୁଟିପୂର୍ଣ୍ଣ ବ୍ୟବହାର ରୋକିବା ପାଇଁ ହାଇକୋର୍ଟ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସମ୍ପର୍କରେ ଦାଖଲ ହୋଇଥିବା ଜନହିତ ମାମଲା (PIL) ଉପରେ ଶୁଣାଣି କରି ହାଇକୋର୍ଟ ଏକ ଶୃଙ୍ଖଳାବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ…
Read More...

ଭିଜିଲାନ୍ସ ଜାଲରେ ଏସସିବି ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରା

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଏସସିବି ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରା । ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ସନାତନ ବେହେରା । ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡିବସିଲା ଭିଜିଲାନ୍ସ । ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍ ଠାରୁ ଲାଞ୍ଚ ନେଉଥିବା…
Read More...

ବଡ଼ ମେଡିକାଲରେ ବଡ଼ ଅଘଟଣ, ଖସିଲା ସିଲିଂ, ରୋଗୀ ଗୁରୁତର

କଟକ: କଟକ ବଡ଼ ମେଡିକାଲରେ ବଡ଼ ଅଘଟଣ ଘଟିଛି । ମେଡିକାଲ ଛାତରୁ ସିଲିଂ ଖସିପଡ଼ିବା କାରଣରୁ ଜଣେ ରୋଗୀ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ପୁରୁଣା ମେଡିସିନ ୱାର୍ଡର ସିଲିଂ ଖସିପଡ଼ିବାରୁ ରୋଗୀ ଜଣଙ୍କ ଗୁରୁତର ହୋଇପଡ଼ିଛନ୍ତି । ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରୁ ସିଲିଂ ଖସି ଜଣେ…
Read More...

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରଶାସନ ପକ୍ଷରୁ  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଅଧ୍ଯକ୍ଷତା କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସାଧାରଣତନ୍ତ୍ର…
Read More...

ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ: ସୂର୍ଯ୍ୟକୁମାର ଯାଦବ

କଟକ: ବାରବାଟୀରେ ଟିମ୍ ଇଣ୍ଡିଆ...କାଲି ଟି20 ପୂର୍ବରୁ ଆଜି ଅଭ୍ୟାସ କରିବାକୁ ପହଞ୍ଚିଛନ୍ତି କୋଚ୍ ଓ ଖେଳାଳି। ସେପଟେ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼। ତେବେ ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଭାରତୀୟ ଟି୨୦ କ୍ୟାପଟେନ୍ ସୂର୍ଯ୍ୟକୁମାର ଗଣମାଧ୍ୟମକୁ…
Read More...