Browsing Tag

Culture

ପୁଅ ଜିଉନ୍ତିଆ ବା ଦୂତୀବାହନ ଓଷା, ପିଲାମାନଙ୍କ ଶୁଭ ମନାସୀ ମା କରିବେ ପୂଜା

ଭୁବନେଶ୍ଵର: ହିନ୍ଦୁ ଧର୍ମର ଏକ ପ୍ରମୁଖ ଉପବାସ ଓ ପର୍ବ ମଧ୍ୟରେ ପୁଅଜିଉନ୍ତିଆ ବ୍ରତ ଅନ୍ୟତମ ଅଟେ | ସାଧାରଣତଃ ମହିଳାମାନେ ନିଜ ପିଲାମାନଙ୍କ ପାଇଁ ଏହି ଉପବାସ ରଖନ୍ତି | ଅଶ୍ୱିନ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଥିବା ଏହି ଉପବାସରେ ମହିଳାମାନେ ଦିନସାରା ନିର୍ଜଠା ଉପବାସ…
Read More...

ଆଜି ପବିତ୍ର ନୂଆଁଖାଇ, ଚଳଚଞ୍ଚଳ ପୁରପଲ୍ଲୀ

ସମ୍ବଲପୁର: ଆଜି ପବିତ୍ର ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସି ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ ସମସ୍ତେ । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ପାଖରେ ଓ…
Read More...

ଉତ୍ସବମୁଖର ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନନ୍ଦୋତ୍ସବ ନୀତି

ପୁରୀ: କୃଷ୍ଣମୟ ହେଲା ସାରା ଦେଶ। ଜନ୍ମାଷ୍ଟମୀରେ ଭକ୍ତିଭାବରେ ବୁଡିଲା ସାରା ବିଶ୍ଵ । ଶୁକ୍ରବାର ରାତିରେ ବିଭିନ୍ନ କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଛି । ଏଥିପାଇଁ ମନ୍ଦିର ଗୁଡିକରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଦେଶର ସବୁ ମନ୍ଦିରରେ ରାତି ସାରା ଲାଗିଥିଲା ଭକ୍ତଙ୍କ…
Read More...

ତପୋଇର ଦୁଃଖ କାହାଣୀ: ଖୁଦୁରୁକୁଣୀ

ଭୁବନେଶ୍ଵର: ବାର ମାସରେ ତେର ପର୍ବ । ସନାତନ ଧର୍ମ ବା ଜଗନ୍ନାଥ ସଂସ୍କୃତି ଅନୁଯାୟୀ ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମାନଙ୍କର ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହି ଓଷାକୁ କୁଆଁରୀ ମାନେ ଓ ନବ ବିବାହିତା ମାନେ ପାଳନ କରିଥାନ୍ତି। ଆଜି…
Read More...

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା, ରତ୍ନଚିତା ଲାଗି ହେବେ ଶ୍ରୀଜିଉ

ପୁରୀ: ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ରତ୍ନ…
Read More...

ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ

ପୁରୀ-: ଆଜିଠାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ । ଭଗବାନ ଶ୍ରୀବିଷ୍ଣୁଙ୍କ ରାମବତାର ଲୀଳାର ଅଂଶ ହେଉଛି ସାହିଯାତ । ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ ।  ସାହିଯାତରେ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ…
Read More...

ଚଳିତ ଥର କେଉଁ ଦିନ ପାଳିବେ ହୋଲି ଉତ୍ସବ ?

ହୋଲିର ମଜା ନେବା କାହାକୁ ବା ପସନ୍ଦ ନୁହେଁ । ଆବାଳ ବୃଦ୍ଧ ବନିତା ସଭିଏଁ ରଙ୍ଗ ପର୍ବରେ ରଙ୍ଗେଇ ହେବା ପାଇଁ ଖୁବ୍ ଭଲପାଆନ୍ତି । ହୋଲି କେବଳ ପାରସ୍ପରିକ ପ୍ରେମକୁ ଦ୍ୱିଗୁଣିତ କରେ ନାହିଁ ବରଂ ଲୋକଙ୍କ ମଧ୍ୟରେ ଥିବା ମତଭେଦ ମଧ୍ୟ ଦୂର କରିଥାଏ । ପ୍ରତ୍ୟେକ ବର୍ଷ ହୋଲି ଦୁଇ ଦିନ ମନାଯାଏ…
Read More...

ଶ୍ରୀଫଳ ଭାଙ୍ଗିବାକୁ ଶାସ୍ତ୍ରରେ ହିନ୍ଦୁ ମହିଳାଙ୍କୁ ବାରଣ କରାଯିବାର ରହସ୍ୟ….

ବ୍ୟୁରୋ : ମହିଳାମାନଙ୍କୁ ଶାସ୍ତ୍ରରେ ନଡ଼ିଆ ଭାଙ୍ଗିବାକୁ ବାରଣ କରାଯାଇଛି, ଜାଣନ୍ତୁ ଏହା ପଛର ସତ୍ୟତା ; ପ୍ରତ୍ୟେକ ଶୁଭ କାର୍ୟ୍ୟରେ ନଡ଼ିଆର ବିଶେଷ ଗୁରୁତ୍ୱ ରହିଛି। ନଡ଼ିଆକୁ ବହୁତ ପବିତ୍ର ବୋଲି ବିବେଚନା କରାଯାଏ। ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ନଡ଼ିଆରେ ତ୍ରିନାଥଙ୍କ…
Read More...

ବାଂଲାଦେଶୀ ଇସ୍କନ ମନ୍ଦିର ପୋଡିବା ନେଇ ଗୃହ କମ୍ପାଇଲେ ସାଂସଦ ରୁଦ୍ର ନାରାୟଣ ପାଣି

ନୂଆଦିଲ୍ଲୀ : ଜଳୁଛି ବାଂଲାଦେଶ । ସାରା ଦେଶରେ ସୃଷ୍ଠି ହୋଇଛି ବ୍ୟାପକ ହିଂସାକାଣ୍ଡ । କେତେକ ବ୍ୟକ୍ତି ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିବା ସହ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି । ବାଂଲାଦେଶର ଗୋଟିଏ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ତିନି ଠାକୁର ଶ୍ରୀ ଜଗନ୍ନାଥ,…
Read More...

ଆଦିବାସୀ ହୋ ସଂସ୍କୃତି ଭବନରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ଆଜି ସାରା ବିଶ୍ବରେ ବିଶ୍ବ ଆଦିବାସୀ ଦିଵସ ପାଳନ କରାଯାଉଛି । ଆଦିବାସୀ ହୋ ସମାଜ ପକ୍ଷରୁ ରାଇରଙ୍ଗପୁରସ୍ଥ ମହିଳା ମହାବିଦ୍ୟାଳୟରେ ଆଦିବାସୀ ହୋ ସଂସ୍କୃତି ଭବନ ' ସିଦାହରା ସୁସାର ଆକଳା' ପରିସରରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ହୋ…
Read More...