Browsing Tag

CSK

ଆଇପିଏଲ୍‌ର ଆଜି ୨୨ତମ ଲିଗ ମ୍ୟାଚ

ଆଇପିଏଲ ୨୦୨୬ ସିଜିନର ୨୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବନାମ କୋଲକାତା ନାଇଟ୍ ରାଇଡର୍ସ ଦିନର ମୁଖ୍ୟ ଆକର୍ଷଣ ହୋଇଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗର ଉତ୍ସାହ ଜାରି ରହିଛି । ଚେନ୍ନାଇର ଚେପକ ନାମରେ ପ୍ରସିଦ୍ଧ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି।…
Read More...

ଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇ

ଚଳିତ ଆଇପିଏଲ ସିଜନରେ ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ବିଜୟ। ଦିଲ୍ଲୀକୁ ୨୩ ରନରେ ହରାଇଲା ଚେନ୍ନାଇ । ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ବଳରେ CSK ତାର ପ୍ରଥମ ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ସ୍ୱୀକାର କରିଛନ୍ତି ଯେ ଚେନ୍ନାଇର ଏମଏ ଚିଦାମ୍ବରମ…
Read More...

ଆଇପିଏଲ୍ ମହାସମରରେ ଶୀର୍ଷରେ RCB

ଗତକାଲିର ଧୁଆଁଦାର ମ୍ୟାଚ୍ ପରେ ଏବେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି RCB ଗତକାଲି ଚେନ୍ନାଇ ସୁପରକିଙ୍ଗ୍ ବିପକ୍ଷରେ ଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଯେଉଁଥିପାଇଁ କ୍ରମାଗତ ଭାବେ ୨ଟି ମ୍ୟାଚ ଜିତି ପଏଣ୍ଟ…
Read More...

ଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୪୩ ରନରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ସେମାନଙ୍କର ସ୍ୱପ୍ନର ଧାରା ଜାରି ରଖିଛି। ଏହି ବିଜୟ ଲକ୍ଷ୍ୟ ଥିଲା ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଏବଂ ବଲ ସହିତ ସମୟୋଚିତ…
Read More...

ସିଏସକେ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍‌ ମଧ୍ୟରେ ସୀମିତ ରହିନାହିଁ

ଚେନ୍ନାଇ ସୁପରକିଙ୍ଗସ୍‌ (ସିଏସକେ) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍‌ ମଧ୍ୟରେ ସୀମିତ ରହିନାହିଁ । ଏବେ ତାହା କ୍ରିକେଟ୍‌ ପଡ଼ିଆରୁ ବାହାରି କୋର୍ଟରେ ପହଞ୍ଚିଛି । ସ୍ବତ୍ତ୍ବାଧିକାର ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ସିଏସକେ ବିରୋଧରେ ମାମଲା ଦାଏର…
Read More...

IPL ୨୦୨୬ରେ ଖେଳିବେ ନା ନାହିଁ ଧୋନି, ଘୋଷଣା କଲେ CSK ମାଲିକ

ନୂଆଦିଲ୍ଲୀ: ଆଇପିଏଲ୍‌ର ବରିଷ୍ଠ ଖେଳାଳି ମହେନ୍ଦ୍ର ସଂହ ଧୋନୀ । ସିଏସ୍‌କେ ସହ ଅନେକ ବର୍ଷ ଧରି ଜଡ଼ିତ ଥିବା ଧୋନିଙ୍କୁ ବର୍ଷକୁ ଥରେମାତ୍ର ଦେଖିବା ପାଇଁ ଫ୍ୟାନ୍ସଙ୍କ ଗହଳି ଲାଗେ । ସବୁବେଳେ ଆଇପିଏଲ୍ ସରିବା ପରେ ଚର୍ଚ୍ଚା ହୁଏ ଯେ, ଆଗାମୀ ବର୍ଷ ଧୋନୀଙ୍କ ଖେଳ ଦେଖିବାକୁ ମିଳିବ ନା ନାହିଁ…
Read More...

ଆଇପିଏଲରୁ ଅବସର ନେବେ ନାହିଁ ଧୋନି

ନୂଆଦିଲ୍ଲୀ: ସିଏସକେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇପିଏଲରୁ ଅବସର ନେବେ ନାହିଁ ମହେନ୍ଦ୍ର ସିଂ ଧୋନି । ଗତକାଲି ଚେନ୍ନାଇ ଆଇପିଏଲ ୨୦୨୩ର ବିଜୟ ମୁକୁଟ ପିନ୍ଧିଲା ପରେ ଆଗକୁ ୨୦୨୪ ଆଇପିଏଲ ଖେଳିବା ନେଇ ସଙ୍କେତ ଦେଇଛନ୍ତି ମାହି । ଷଷ୍ଠଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଆସନ୍ତା ବର୍ଷ…
Read More...

ଧୋନି ଦେଲେ ଗାଭାସ୍କରଙ୍କ ଟି-ସାର୍ଟରେ ଅଟେଗ୍ରାଫ

ଚଳିତ ଆଇପିଏଲ କିଛି ନା କିଛି କଥାକୁ ନେଇ ଖେଳାଳୀ ହୁଅନ୍ତୁ କି ଟିମ ଚର୍ଚ୍ଚରେ ଅଛନ୍ତି ।ତେବେ ରବିବାର ଦିନ ଚିଦାମ୍ବରମ ଷ୍ଟାଡିୟମରେ ହୋଇଥିବା ମ୍ୟାଚ ଚେନ୍ନାଇ ହାରିବା ପରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଧୋନି ଷ୍ଟାଡିୟମରେ ଚକ୍କର ମାରିଥିଲେ ଚେନ୍ନାଇ ଉପସ୍ଥିତ ଥିବା…
Read More...

ଧୋନି ଫ୍ୟାନଙ୍କ ପାଇଁ ଖୁସିଖବର

ଧୋନଙ୍କ ଷ୍ଟାଇଲ ହେଉ କିମ୍ବା ତାଙ୍କର ପଡିଆ ଭିତରେ ଖେଳିବାର ଅନ୍ଦାଜ ଏହି ସବୁ ପାଇଁ ସବୁବେଳେ ଚର୍ଚ୍ଚରେ ରୁହନ୍ତି । ତେବେ ଆଜିର ମ୍ୟାଚରେ ଧୋନୀ ଫ୍ୟାନ ଓ ଚେନ୍ନାଇ ସୁପର କିଙ୍ଗ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି । ଏଥର ଆଇପିଏଲ୍ ଧୋନୀଙ୍କ ଶେଷ ଆଇପିଏଲ୍ ନୁହେଁ ବୋଲି ନିଜେ…
Read More...

ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ଟକ୍କର

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମୁହାଁ ବେବେ । ଚେନ୍ନାଇ ଓ ରାଜସ୍ଥାନ ସାତୋଟି ଟି ମ୍ୟାଚ ଖେଳିଛନ୍ତି । ଚେନ୍ନାଇ ସାତେଟି ମ୍ୟାଚରୁ ୫ଟି ଜିତିଛି ଦୁଇଟି ହାରି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ସାତୋଟ ଟି ମ୍ୟାଚ ଖେଳି ଚାରୋଟି ଜିତିଛି ତିନିଟି…
Read More...