ରକ୍ଷା ବନ୍ଧନ ଅବସରରେ ମହିଳା ମାନଙ୍କ ପାଇଁ ଆମ ବସ୍ରେ ମାଗଣା ଯାତ୍ରା
ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀମାନଙ୍କ ପାଇଁ ଦେୟମୁକ୍ତ ସେବା ଯୋଗାଇ ଦେବ ଆମ ବସ୍ । ଅଗଷ୍ଟ ୨୭ ତାରିଖ ରକ୍ଷା ବନ୍ଧନ ଅବସରରେ ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ମହିଳା ମାନେ ସମସ୍ତ AMA ବସ୍ ରେ ମାଗଣା ଯାତ୍ରା କରିପାରିବେ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି ।
ମହିଳାମାନଙ୍କ ପାଇଁ…
Read More...
Read More...