Browsing Tag

Crime News

ବରିଷ୍ଠ ନାଗରିକଙ୍କ ହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ଦାବି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ସାମାଜିକ କର୍ମୀ ପବିତ୍ର କୁମାର ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଏବଂ ପୋଷ୍ଟମର୍ଟମ ରିପୋର୍ଟରୁ ସଫା ବାରି ହେଇଯାଉଥିବା ବେଳେ, ହତ୍ୟାକାରୀଙ୍କୁ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ଘଣ୍ଟ ଘୋଡାଉଛନ୍ତି । ଏ ନେଇ…
Read More...

ସିନେମା ସୁଟିଂ ନାଁରେ ଯୁବତୀ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଖୋର୍ଦ୍ଧାରୁ ଗିରଫ

ଭୁୁବନେଶ୍ୱର(ସରୋଜ ରାଉତ): ସିନେମା ସୁଟିଂ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏପରି ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଖବର ଅନୁଯାୟୀ, ଗତ ମାର୍ଚ୍ଚ୪ ତାରିଖ ଦିନ ରାତିରେ ସୁଟିଂ ବାହାନାରେ ଯୁବତୀଙ୍କ ଘରୁ…
Read More...

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ । ଟୁଟୁ ମହାପାତ୍ର, ହରି ପଣ୍ଡା, କୁନମୁନି ସୁଆର ଓ ଜଗନ ଖଟେଇକୁ ଗିରଫ କରିଛି ପୋଲିସ । ତେବେ ସୂଚନା ଅନୁଯାୟୀ ଏମାନଙ୍କ ମଧ୍ୟରୁ ଟୁଟୁ ହିଁ କୃଷ୍ଣ…
Read More...

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ଗିରଫ, ଏବେବି ଫେରାର ଶର୍ମିଷ୍ଠା

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ୨ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଓ ରାଜ କମ୍ୟୁନିକେସନ ମାଲିକ…
Read More...

ପ୍ରଥମେ ଅପହରଣ ଓ ପରେ ମାଟିତଳୁ ମିଳିଲା ଶବ: କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରୁ ପର୍ଦ୍ଦା ଉଠାଇଲା ପୋଲିସ

ଭୁବନେଶ୍ୱର: କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାରୁ ପର୍ଦ୍ଦା ଉଠାଇଛି ପୋଲିସ ।ପ୍ରଥମେ ଚାନ୍ଦବାଲିରୁ ଅପହରଣ ପରେ ପ୍ଲାନ ଅନୁଯାୟୀ ହତ୍ୟା ଘଟଣାକୁ ଦିଆଯାଇଥିଲା ବର୍ବରଚିତ ମୋଡ଼ । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାହାଡ ନିକଟରେ ମାଟି ଖୋଳି ଶବକୁ…
Read More...

ନିର୍ଭୟା କାଣ୍ଡ: ଫାଶୀ ପାଇଁ ବାକି ରହିଲା ୩ ଦିନ

(ପ୍ରମିତ ପ୍ରମଥେଶ) ରିପୋର୍ଟସ ଟୁଡ଼େ: ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀଙ୍କ ଫାଶୀ ପାଇଁ ବାକି ରହିଲା ଆଉ ମାତ୍ର ତିନି ଦିନ। ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀ ଦିଆଯିବ। ତିହାର ଜେଲ ପ୍ରଶାସନ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିବା ସୂଚନା ମିଳିଛି। ଫାଶୀ ପୂର୍ବରୁ ଶେଷଥର…
Read More...