ମାଲକାନଗିରି ଜଙ୍ଗଲରୁ ୩୫୨ଟି ବଜ୍ରକାପ୍ତା କାତି ଜବତ, ଛଅ ଗିରଫ
ମାଲକାନଗିରି ଓ ମାଥିଲି ରେଞ୍ଜ୍ ଦଳର ମିଳିତ ଅଭିଯାନ ସମୟରେ ମାଲକାନଗିରି ବନ ବିଭାଗ ପ୍ରାୟ ୨ କିଲୋଗ୍ରାମ ଓଜନର ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି। ବଜ୍ରକାପ୍ତାର ବେଆଇନ ଶିକାର ଓ ବ୍ୟବସାୟ ସମ୍ପର୍କରେ ସୂଚନା ପାଇବା ପରେ ପଦ୍ମଗିରି-ପାଣ୍ଡ୍ରିପାନି ରାସ୍ତାରେ ଏହି ଚଢ଼ଉ…
Read More...
Read More...