Browsing Tag

Crime News

ନାବାଳିକା ଦୁଷ୍କର୍ମ ଓ ପ୍ରସବ ଘଟଣା: ଯାଜପୁର ରୋଡ୍‌ର ଘରୋଇ ନର୍ସିଂହୋମ୍ ସିଲ୍

ଯାଜପୁର: ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଗର୍ଭପାତ କରାଇବା ଘଟଣାରେ ଯାଜପୁର ରୋଡ୍‌ ଗୋଶାଳା ଛକରେ ଥିବା ଘରୋଇ ନର୍ସିଂହୋମ୍‌କୁ ସିଲ୍ କରାଯିବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ଦିଆଯାଇଛି। ଘରୋଇ…
Read More...

ଭୁବନେଶ୍ବର ତ୍ରିକୋଣୀୟ ପ୍ରେମ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା CCTV ଫୁଟେଜ, ନୂଆ ଭିଡିଓ ଭାଇରାଲ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡରେ ନୂଆ ମୋଡ଼ ଆସିଛି। ଘଟଣା ସମ୍ପର୍କିତ CCTV ଫୁଟେଜ ସାମ୍ନାକୁ ଆସିଥିବା ବେଳେ, ଦୁଇଟି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଗୋଟିଏ ଭିଡିଓରେ ଆକ୍ରମଣ ସମୟରେ…
Read More...

କଲେଜ୍ କ୍ଲାସରୁମରେ ଗୁଳିକାଣ୍ଡ: ଛାତ୍ରୀଙ୍କୁ ଗୁଳି କରି ହତ୍ୟା, ପରେ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ପଞ୍ଜାବର ତରନତାରନ ଜିଲ୍ଲାରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି। ଆଇନ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ କ୍ଲାସମେଟ୍ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳି ଲାଗି ଛାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଛାତ୍ର ନିଜକୁ ମଧ୍ୟ…
Read More...

ନୟାପଲ୍ଲୀ ବବୁଲ ଦାସ ହତ୍ୟା ଘଟଣା, ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ବବୁଲ ଦାସ ହତ୍ୟା ଘଟଣାରେ ୫ ଗିରଫ । ଗୁଜରାଟରୁ ୫ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ମାଷ୍ଟର ମାଇଣ୍ଡ ଥିଲା ରାଜେଶ ନାୟକ ଓରଫ ନାଣ୍ଡୁ । ତ୍ରିକୋଣୀୟ ପ୍ରେମରୁ ବବୁଲଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ଗୁଜରାଟରେ ଆତ୍ମଗୋପନ କରିଥିଲେ ଅଭିଯୁକ୍ତ…
Read More...

ପୀତବାସ ପଣ୍ଡା ହତ୍ୟା ମାମଲା: ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ

ବ୍ରହ୍ମପୁର: ଆଇନଜୀବି ପୀତବାସ ପଣ୍ଡା ହତ୍ୟା ମାମଲାରେ ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ । ଗିରଫ ଅଭିଯୁକ୍ତ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ SDJM କୋର୍ଟ ଅନୁମତି ଦେଇଥିବା କହିଛନ୍ତି ସରକାରୀ ଓକିଲ ।…
Read More...

ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଦୀପାବଳି ଦିନ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ । ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି…
Read More...

ଦୁର୍ଗାପୁର ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ । ଆସନ୍ତାକାଲି ଗିରଫ ବୟଫ୍ରେଣ୍ଡକୁ କରାଯିବ କୋର୍ଟ ଚାଲାଣ ।…
Read More...

IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା; ହରିୟାଣା ଡିଜିପିଙ୍କୁ ଛୁଟି

ହରିୟାଣା: IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣା ଡିଜିପିଙ୍କୁ ଛୁଟି । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ସୁଇସାଇଡ୍‌ ନୋଟ୍‌ରେ ଡିଜିପିଙ୍କ ସମେତ ୭ ବରିଷ୍ଠ…
Read More...

ପାରିବାରିକ କଳହ ଓ ମାନସିକ ଦୁଶ୍ଚିନ୍ତା କାରଣରୁ ଜୀବନ ହାରିଦେଲେ ଯୁବକ

ଗଞ୍ଜାମ: ହିଞ୍ଜିଳି ବ୍ଲକ୍ ବେଲଗାଁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ଜଣେ ଯୁବକ ଏକ ବିନ୍ଧିବା ଲୁଙ୍ଗି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ କିଛି ଦିନ ହେଲା ମଦ୍ୟପାନ କରି ପାରିବାରିକ କଳହର ସମ୍ମୁଖୀନ ହେବା ସହ, କିଛି ଗୃପ ଟଙ୍କାକୁ ନେଣଦେଣକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ।…
Read More...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ପ୍ରାୟ ୫୦ ଜଣଙ୍କୁ ଜେରା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା । ଅଦ୍ୟାବିଧି ୫୦ ଜଣଙ୍କୁ ଜେରା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି । ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରୁଛୁ । ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ ଜଣଙ୍କୁ…
Read More...