Browsing Tag

cricket

ବିଶ୍ୱକପ ଜିତିବା ପରେ ଡିଏସପି ହେଲେ ରିଚା ଘୋଷ, ରାଜ୍ୟ ସରକାର କଲେ ସମ୍ମାନିତ

ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟିମ୍ ଇଣ୍ଡିଆ ବିଶ୍ବ ଚାମ୍ପିଅନ ହେବା ପରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ତରଫରୁ ୪୦ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଛି । ସେହିପରି ଭାରତୀୟ ଟିମକୁ ୫୧ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛି ବିସିସିଆଇ । ଭାରତୀୟ…
Read More...

ଏସିଆ କପ ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବୈଠକ ଆରମ୍ଭ ହୋଇଛି। ବୈଠକ ସମୟରେ ଏସିଆ କପ୍ ବିବାଦ ଉଠିଥିଲା। ଏହାପରେ ଆଇସିସି ପାକିସ୍ତାନୀ କ୍ରିକେଟରଙ୍କୁ ନୋଟିସ ଜାରି କରିଛି। ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ସମେତ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ…
Read More...

ଦଳର ନାମ ପରିବର୍ତ୍ତନ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ

ଆଇପିଏଲ ୨୦୨୪ ଫାଇନାଲିଷ୍ଟ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ ତାଙ୍କ ଦଳର ନାମ ପରିବର୍ତ୍ତନ କରିଛନ୍ତି। କାଭ୍ୟା ମାରାନ ତାଙ୍କ ଦି ହଣ୍ଡ୍ରେଡ୍ ଦଳର ନାମ ପରିବର୍ତ୍ତନ କରିଛନ୍ତି। ମାରାନ ପୂର୍ବରୁ ଦି ହଣ୍ଡ୍ରେଡ୍‌ରେ ନର୍ଦର୍ଣ୍ଣ ସୁପରଚାର୍ଜର୍ସ ନାମକ ଏକ ଫ୍ରାଞ୍ଚାଇଜ୍…
Read More...

୩୭ତମ ଜନ୍ମଦିନ ପାଳୁଛନ୍ତି ବିରାଟ କୋହଲି

କ୍ରିକେଟର କଥା ଆସିଲେ ଯେଉଁ କେତେଜଣ ଆଗଧାଡିର ଖେଳାଳୀଙ୍କ ନାଁ ଆସେ ଯେଉଁମାନେ କ୍ରିକେଟକୁ ଏକ ନୂଆ ରୂପ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି । ଆଜି ସେ ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ କେବଳ ଭାରତର ନୁହେଁ, ପୁରା ବିଶକବର ଜଣେ ସଫଳ ଖେଳାଳୀ ଭାବେ…
Read More...

ସିଡନୀରେ ରୋହିତ ବିରାଟ ଙ୍କ ପାଓ୍ବାର ଶୋ

ସିଡନୀରେ ରୋହିତ ଶର୍ମାଙ୍କ ପାଓ୍ବାର ଶୋ । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରେ ୫୦ତମ ଓ ଦିନିକିଆରେ ୩୩ ଶତକ ହାସଲ କଲେ ରୋହିତ । ୧୦୫ ବଲରେ ଏହି ସଫଳତା ପାଇଛନ୍ତି ହିଟ୍‌ମ୍ୟାନ । ସେହିପରି ବିରାଟ କୋହଲି ୨ଟି ଡକ୍‌ ପରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ…
Read More...

ଦ୍ୱିତୀୟ ଦିନିକିଆ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ପରାଜିତ ହୋଇଛି ଟିମ ଇଣ୍ଡିଆ । ଘରୋଇ ଅଷ୍ଟ୍ରେଲିଆ ଦଳ ୨ ଓ୍ବିକେଟ୍ ରେ ବିଜୟୀ ହୋଇଛି । ଦ୍ୱିତୀୟ ଦିନିକିଆ ବିଜୟ ସହିତ କଙ୍ଗାରୁ ଦଳ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିଛି । ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୨୨ ବଲ ବାକି ଥାଇ ୮…
Read More...

ଏସିଆ କପ୍; ସୁପର୍‌-୪ ମୁକାବିଲାରେ ଭାରତର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ପୁଣି ପଡ଼ିଆରେ ଧୂଳିଚାଟିଲା ପାକିସ୍ତାନ । ଦମଦାର୍ ବିଜୟ ହାସଲ କଲା ଭାରତ । ଏସିଆ କପ ସୁପର ଫୋର୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୬ ଓ୍ୱିକେଟ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ । ୭ ବଲ୍‌ ବାକି ଥାଇ ଟାର୍ଗେଟ୍‌ ପୂରା କଲା ଭାରତୀୟ ଦଳ ।…
Read More...

ଏସିଆ କପ୍‌: ଦୁବାଇରେ ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ଦୁବାଇ ଷ୍ଟାଡିୟମରେ ପହଲଗାମ୍ ଘଟଣାର ପ୍ରତିଶୋଧ ନେଲା ଭାରତ । ଏସିଆ କପ ୨୦୨୫ରେ ଭାରତର ଦମଦାର ଦ୍ବିତୀୟ ବିଜୟ। ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୫ .୫ ଓଭର୍‌ରେ ବିଜୟ ହାସଲ କଲା ଭାରତୀୟ ଦଳ । ଛକା ମାରି ବିଜୟ ଭେଟି ଦେଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଭାରତ…
Read More...

ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚ

ନୂଆଦିଲ୍ଲୀ:- ଡିଫେଣ୍ଡିଂ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ଏସିଆ କପ୍ ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବିସିସିଆଇ ଏସିଆନ୍ କ୍ରିକେଟ୍ ପରିଷଦ ସହିତ ମିଶି ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚ କରିଛି । ଅଧିନାୟକ ସୂର୍ଯ୍ୟକୁମାର…
Read More...

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା

ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ । ଏହି ଅଭିଜ୍ଞ ଖେଳାଳି ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ…
Read More...