ଶୁଭାରମ୍ଭ ହେଲା ଭାରତର ପ୍ରଥମ ଛୁଞ୍ଚିବିହୀନ କୋଭିଡ୍ ଟିକା ‘ଜାଇକୋଭ୍-ଡି’
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏହାରି ମଧ୍ୟରେ ଆଜି ବିହାରର ପାଟନାରେ ଭାରତର ପ୍ରଥମ ଛୁଞ୍ଚିବିହୀନ କୋଭିଡ୍-୧୯ ନିରୋଧୀ ଟିକା ‘ଜାଇକୋଭ୍-ଡି’ର ଶୁଭାରମ୍ଭ କରାଯାଇଛି। ଏହି ପଦ୍ଧତିରେ ଟିକାକରଣ…
Read More...
Read More...