ଦିଆ ସରିଲାଣି ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍
ଭୁବନେଶ୍ବର ୨୨।୨: ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଦେଇସାରିଲୁଣି । କେନ୍ଦ୍ର ଯାହା ଟାର୍ଗେଟ ଦେଇଥିଲା ସେଭିତରୁ ପ୍ରଥମ ଡୋଜ୍ ପାଇଛନ୍ତି ୯୫% । ଉଭୟ…
Read More...
Read More...