Browsing Tag

COVID-19

ଭ୍ୟାକସିନ୍ ବର୍ତ୍ତମାନ ନାହିଁ ,କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ନିର୍ଭର କରେ:ନିରଞ୍ଜନ ମିଶ୍ର,ଜନ ସ୍ଵାସ୍ଥ୍ୟ…

ଭୁବନେଶ୍ୱର: ଚୀନର କରୋନା ସ୍ଥିତି ଏବେ ବି ସାଂଘାତିକ । ଏହାରି ଭିତରେ ଚୀନର ସେଣ୍ଟର ଫୋର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ମ୍ୟାନେଜମେଣ୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛି । ମାସକୁ ଥରେ କୋଭିଡ୍ ତଥ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି । ସେପଟେ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି…
Read More...

ଜାନୁଆରୀ ଚତୁର୍ଥ ସପ୍ତାହରୁ ନାଜାଲ୍ ଭ୍ୟାକସିନ୍ ଇନକୋଭାକ୍ ଉପଲବ୍ଧ

ନୂଆଦିଲ୍ଲୀ : ନାଜାଲ୍ ଭ୍ୟାକସିନ୍କୁ ମିଳିସାରିଛି ଅନୁମତି। ଚୀନ ସମତେ ସମଗ୍ର ଦୁନିଆର ଅନେକ ଦେଶରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ନେଇ ଭାରତ ସରକାର ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଟିକାର ବୁଷ୍ଟର ଡୋଜ୍ ନେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ…
Read More...

କୋଭିଡ କଟକଣାରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର : ଚୀନରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ | ଏପରିକି ଭାରତରେ ମଧ୍ୟ ଧୀରେ ଧୀରେ ଏହାର ପ୍ରଭାବ ପଡିବା ଆଶଙ୍କାରେ ସଜାଗ କେନ୍ଦ୍ର ସମେତ ରାଜ୍ୟ ସରକାର | ଏଣୁ କାରଣକୁ ଦୃଷ୍ଟିରେ ରଖି ଲାଗୁ ହୋଇଛି କଟକଣା | ଏଣୁ କୋଭିଡ କଟକଣାରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା । ଅନ୍ୟ ଦେଶରେ…
Read More...

ଚୀନରେ କରୋନାର କାୟା ; କୋଭିଡର ସବୁ ରେକର୍ଡ ଭାଙ୍ଗିପାରେ ଚୀନ୍

ବେଜିଂ : ଚୀନ୍‌ରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ | ଚୀନ୍ କୋଭିଡର ସବୁ ରେକର୍ଡ ଭାଙ୍ଗିପାରେ ବୋଲି ଚାଲିଛି ଚର୍ଚ୍ଚା | କରୋନା ଭୂତାଣୁର ବିଏଫ.୭ ପ୍ରଜାତି ଚୀନ୍‌ରେ ସଂକ୍ରମଣ ବଢାଇବାରେ ଲାଗିଛି। ସେପଟେ ଏବେ ଚାଲିଥିବା ସଂକ୍ରମଣ ଲହର ସପ୍ତାହକରେ ଶୀର୍ଷ ଛୁଇଁବ ବୋଲି ଆକଳନ କରିଛି…
Read More...

ରାଜ୍ୟବାସୀଙ୍କୁ ଅନୁରୋଧ ଆତଙ୍କିତ ହୁଅନ୍ତୁ ନାହିଁ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର:କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ପ୍ରସ୍ତୁତ ହୋଇ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଓମିକ୍ରନ୍ର ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ । ଏହାସହିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟବାସୀଙ୍କୁ ଅନୁରୋଧ ଆତଙ୍କିତ ହୁଅନ୍ତୁ…
Read More...

କେନ୍ଦ୍ର ଓ ରାଜ୍ୟ ଆଣିଲେ ନୂଆ କୋଭିଡ୍‌ ଆଡଭାଇଜରି; ରାଜ୍ୟରେ ବଢ଼ାଯିବ ଟେଷ୍ଟିଂ ଓ ସର୍ଭେଲାନ୍ସ

ଭୁବନେଶ୍ବର: ବିଦେଶରେ କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବା ‌ବେଳ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ସରକାର ଆଡଭାଇଜରି ଜାରି କରିଛନ୍ତି। କିଛି ଲକ୍ଷଣ ଦେଖିଲେ…
Read More...

ସରିଲା ସ୍ୱାସ୍ଥ୍ୟ ବିଭାଗର ଗୁରତ୍ୱପୂର୍ଣ୍ଣ ବୈଠକ , ହକି ବିଶ୍ୱକପ ଉପରେ ନଜର :ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର:ଚୀନରେ ଅଣାୟତ୍ତ କୋଭିଡ଼। ଭୟଙ୍କର ପରିସ୍ଥିତି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ ପାଇଁ ଆଲର୍ଟରେ ରାଜ୍ୟ ସରକାର । ଏନେଇ ସରିଲା ସ୍ୱାସ୍ଥ୍ୟ ବିଭାଗର ଗୁରତ୍ୱପୂର୍ଣ୍ଣ ବୈଠକ । କୋଭିଡ ପାଇଁ ସନ୍ଧ୍ୟା ସୁଦ୍ଧା ଆସିବ ନୂଆ ଆଡ଼ଭାଇଜାରୀ । ବୈଠକ ରେ ସାମିଲ ଥିଲେ ସ୍ୱାସ୍ଥ୍ୟ…
Read More...

ନୂଆ ଭାରିଏଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଏହାର ମୁକାବିଲା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି ଉଭୟ ସରକାର । ତେବେ ପ୍ରଧାନମନ୍ତ୍ରୀ ଗତକାଲି ବୈଠକ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ । ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ…
Read More...

ପୁଣି ଡରାଇଲାଣି କରୋନା : ନୂଆ ଗାଇଡ଼ଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର

ଭୁୁବନେଶ୍ୱର: ପୁଣି ଡରାଇଲାଣି କରୋନା । ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ନେଲେ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ନୂଆ ଗାଇଡଲାଇନ ଜାରି କରିପାରନ୍ତି ଉଭୟ ସରକାର । ସେପଟେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା…
Read More...

କରୋନାକୁ ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ବସିବ ବୈଠକ

ଭୁବନେଶ୍ୱର : କରୋନାକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଏହାପରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ବୈଠକ ବସିବାକୁ ଯାଉଛି । ଚୀନର ଚିନ୍ତା ବଢାଇଥିବା ଓମିକ୍ରନ ବିଏଫ.୭ ଭାରିଆଣ୍ଟ ଓଡିଶାରେ ଚିହ୍ନଟ ହୋଇଛି । ଗତ ସେପ୍ଟେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କ ନିକଟରେ…
Read More...