୩ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ଟଭ କେସ ୮କୁ ବୃଦ୍ଧି
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ । ଏହି ୩ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ଆକ୍ଟିଭ କେସ ୮ ରେ ପହଁଚିଲା । ସପ୍ତାହକ ମଧ୍ୟରେ ସଂଖ୍ୟା ବଢି ୮ ରେ ପହଞ୍ଚିଛି । ଗତ ଶନିବାର ରାଜ୍ୟରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ସ୍ଥିତି କୁ ନେଇ…
Read More...
Read More...