Browsing Tag

Congress

ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା

ନୂଆପଡ଼ା: ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଭେଟରାନ କଂଗ୍ରେସ ନେତା ଘାସିରାମ ମାଝୀ । ଏନେଇ ପରୋକ୍ଷରେ ସଂକେତ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତ ନିର୍ବାଚନରେ ସ୍ୱାଧୀନ…
Read More...

କଂଗ୍ରେସରେ ମିଶିଲେ ବିଜେଡି ଛାଡ଼ିଥିବା ଛାତ୍ର ନେତା ହରିଶଙ୍କର ରାଉତ

ଭୁବନେଶ୍ଵର: କଂଗ୍ରେସରେ ମିଶିଲେ ବିଜେଡି ଛାଡ଼ିଥିବା ଛାତ୍ର ନେତା ହରିଶଙ୍କର ରାଉତ । କେସି ବେଣୁଗୋପାଳ ଓ ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ହରିଶଙ୍କର ରାଉତ । ଗତ ସେପ୍ଟେମ୍ବର ୧୧ ତାରିଖରେ ବିଜେଡି ଛାଡିଥିଲେ ଛାତ୍ରନେତା ହରିଶଙ୍କର ରାଉତ । ସେ ଦଳ ଛାଡିବା ସହ…
Read More...

ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ଵର: ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଓଡିଶା ଗସ୍ତ ବେଳେ ରାହୁଲଙ୍କ ରୋଡ୍ ସୋ', ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି । ଭୋଟ୍ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ସେ ଉପରେ…
Read More...

ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ

ଭୁବନେଶ୍ଵର: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବସିବ ବଡ଼ ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ସଂଗଠନ ସମ୍ପାଦକ କେ ସି ବେଣୁଗୋପାଳ ଅଜୟ ଲଲୁ ଓ ରାମଚନ୍ଦ୍ର…
Read More...

ରାଜ୍ୟସ୍ତରୀୟ ସୃଜନ କମିଟି ଓ ୱାର ରୁମ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର:- ରାଜ୍ୟସ୍ତରୀୟ ସୃଜନ କମିଟି ଓ ୱାର ରୁମ କମିଟି ଗଠନ କଲା କଂଗ୍ରେସ । ସୃଜନ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଗୋଟି ଜିଲ୍ଲାରେ କଂଗ୍ରେସ କମିଟି ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ ଅଖିଳ ଭାରତ କଂଗ୍ରେସ କମିଟି ୩୫ ଜଣ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଏହି…
Read More...

ଭୋଟ ଚୋରି ପ୍ରସଙ୍ଗ: ଅପରାହ୍ନରେ ECଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୩ଟାରେ ନିର୍ବାଚନ କମିଶନଙ୍କ ସାମ୍ୱାଦିକ ସମ୍ମିଳନୀ । ନୂଆଦିଲ୍ଲୀର ରାଷ୍ଟ୍ରୀୟ ମିଡ଼ିଆ କେନ୍ଦ୍ରରେ ପ୍ରେସ୍‌ମିଟର ଆୟୋଜନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଘୋଷଣା ସହ ନିର୍ବାଚନ ଅପଡେଟ୍‌ ସେୟାର୍ କରିପାରନ୍ତି EC । ଆଗାମୀ ନିର୍ବାଚନ ଓ ଭୋଟର ତାଲିକା ସଂଶୋଧନ ନେଇ…
Read More...

ରାଜ୍ୟରେ ଭୋଟ ଚୋରୀ ହୋଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି

ଓଡ଼ିଶା ସମେତ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଚୋରୀ ହୋଇଛି। ଓଡ଼ିଶାରେ ୪୨ ଲକ୍ଷ ଭୋଟ ଚୋରୀ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ବୁଥରେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଲିଷ୍ଟ ଠାରୁ ଅଧିକ ମତଦାନ ହୋଇଛି। ଏହା…
Read More...

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର କୋର୍ଟ

ନୂଆଦିଲ୍ଲୀ:- କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଆଶ୍ୱସ୍ତି ମିଳିଛି । ବୁଧବାର ଦିନ ଝାଡଖଣ୍ଡର ଚାଇବାସା ସ୍ଥିତ ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲା ୨୦୧୮ ମସିହାରେ କେନ୍ଦ୍ର…
Read More...

‘ଭାରତ ଯୋଡ ଯାତ୍ରା’ ବେଳେ ସେନାକୁ ନେଇ ମନ୍ତବ୍ୟ ପାଇଁ ଭର୍ତ୍ସନା କଲେ ମାନ୍ୟବର କୋର୍ଟ

ନୂଆଦିଲ୍ଲୀ:- ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ‘ଭାରତ ଯୋଡ ଯାତ୍ରା’ ବେଳେ ସେନାକୁ ନେଇ ମନ୍ତବ୍ୟ ପାଇଁ ଭର୍ତ୍ସନା କଲେ ମାନ୍ୟବର କୋର୍ଟ। ଯଦି ଆପଣ ପ୍ରକୃତ ଭାରତୀୟ ହୋଇଥିବେ, ଏଭଳି ମନ୍ତବ୍ୟ ଦିଅନ୍ତୁନି କହିଲେ ସୁପ୍ରିମକୋର୍ଟ। ସୂଚନା ଅନୁସାରେ, ୯…
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କଲେଜ ଛକ ଠାରେ ଭାରତୀୟ ଯୁବ ମୋର୍ଚ୍ଚା ସୁବର୍ଣ୍ଣପୁର ଜିଲ୍ଲା ପକ୍ଷରୁ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଜଣେ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନଙ୍କୁ ପୁଲିସ ଗିରଫ…
Read More...