ସାଲିଆସାହି ବସ୍ତିରେ ଚଢ଼ାଉ: ମାଟି ତଳୁ ଶହ ଶହ ଲିଟର ମଦ ଜବତ
ଭୁବନେଶ୍ୱର: ରାଜଧାନୀର ସାଲିଆସାହି ବସ୍ତିରେ ଚଢ଼ାଉ । କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ସହ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ହୋଇଛି ରେଡ । ବସ୍ତିରେ ମାଟି ତଳେ ପୋତାଯାଇଥିଲା ଶହ ଶହ ଲିଟର ମଦ । ୫୦୦ ଲିଟରୁ ଅଧିକ ମଦ ଆଉ ୮ ହଜାର ଲିଟରୁ ଅଧିକ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ ।ତେବେ…
Read More...
Read More...