Browsing Tag

coal

ନିଲାମ ହେବ ୧୯ ଖଣି

ନୂଆଦିଲ୍ଲୀ ; ଭାରତ ସରକାରଙ୍କ କୋଇଲା ମନô୍ଣାଳୟ ପକ୍ଷରୁ ଚଳିତ ମାସ ୧୫ ତାରିଖ ଦିନ ୮ମ ପର୍ଯ୍ୟାୟ ବାଣିଜ୍ୟିକ କୋଇଲା ଖଣି ନିଲାମର ଶୁଭାରମ୍ଭ ହେବ ।କୋଇଲା ମନô୍ୀ ପ୍ରହଲ୍ଲାଦ ଯୋଶୀ ଆନୁ ଷ୍ଠାନିକ ଭାବରେ ଏହାର ଆରମ୍ଭ କରିବେ ।ଏଥିରେ ୫ରାଜ୍ୟର ମୋଟ୍ ୩୯ଟି ଖଣି କୁ ନିଲାମ କରାଯିବ ।…
Read More...

ତାଳଚେର ପୋଲିସ ଦ୍ୱାରା ବିପୁଳ ପରିମାଣରେ ଚୋରା କୋଇଲା ଜବତ

(ମନିଲ କୁମାର ମହାରଣା) : ତାଳଚେର ସଦର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ଚୋରା କୋଇଲା ଜବତ କରିଛି ତାଳଚେର ପୋଲିସ । ପୁରୁଣା ଯୁବରାଜ ହାଇସ୍କୁଲର ପଛ ପାଖ ,ପୁରୁଣା ରାଜବାଟୀ ତଥା କ୍ରସର ପଛ ପାଖ,କଦଳୀ ବନ୍ଧ, ତାଳବେଡ଼ା ସଅର ସାହି, ଚାଉଳିଆକୁଟା ଆଦି ସ୍ଥାନରୁ ପୋଲିସ…
Read More...