ଆଜି ପୁଣି ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ଵର: ରାତି ପାହିଲେ ଉପରାଷ୍ଟ୍ରପତି ନିର୍ବାଚନ । ଏହାକୁ ନେଇ ଦିଲ୍ଲୀ ରାଜନୀତି ହଲଚଲ ହେବାରେ ଲାଗିଛି । ଏହାରି ଭିତରେ ଗତକାଲି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ବେଳେ ଆଜି ପୁଣି ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ…
Read More...
Read More...