ଭୂପେନ୍ଦ୍ର ପଟେଲ ହେଲେ ବିଧାୟକ ଦଳର ନେତା : ପୁଣିଥରେ ମୁଖ୍ୟମନ୍ତ୍ରୀ
ଗୁଜରାଟ : ଗୁଜରାଟରେ ରେକର୍ଡ ବିଜୟ ହାସଲ କରିବା ପରେ ସରକାର ଗଠନ କରିବାକୁ ପକ୍ରିୟା ଆରମ୍ବ କରିଛି ବିଜେପି । ପୁଣିଥରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ଭୂପେନ୍ଦ୍ର ପଟେଲ,ନବ ନିର୍ବାଚିତ ଦଳର ୧୫୬ ବିଧାୟକ ସର୍ବ ସମ୍ମତିକ୍ରମେ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି ।…
Read More...
Read More...