ରାଜଧାନୀରେ ବ୍ୟକ୍ତିଙ୍କୁ ଅପହରଣ ଅଭିଯୋଗ : ସ୍ୱାମୀକୁ ଅପହରଣ କରି ୫ ଲକ୍ଷରେ ମୁଣ୍ଡ ଜାମିନ ରଖିଲେ ଦୁର୍ବୁତ୍ତ
ଭୁବନେଶ୍ୱର:ରାଜଧାନୀରେ ବ୍ୟକ୍ତିଙ୍କୁ ଅପହରଣ ଅଭିଯୋଗ ସ୍ୱାମୀକୁ ଅପହରଣ କରି ୫ ଲକ୍ଷ ରେ ମୁଣ୍ଡ ଜାମିନ ରଖିଲେ ଦୁର୍ବୁତ୍ତ । ୫ ଲକ୍ଷ ନଦେଲେ ମନୋଜ ସେଠି ଙ୍କୁ ଜୀବନରୁ ମାରିଦେବାକୁ ସ୍ତ୍ରୀ କୁ ଫୋନ କରି ଧମକାଇଲେ ଦୁର୍ବୁତ୍ତ ।କାମ ଦେବା ପାଇଁ ଡାକି କାର ରେ କଲେ ଅପହରଣ । ସୈନିକ ସ୍କୁଲ…
Read More...
Read More...