ରାଜଧାନୀରେ ଶତାଧିକ ଲୋକରେ ହୋଇପାରିବ ଏଥର ଗଣେଷ ପୂଜା
ଭୁବନେଶ୍ୱର (ଚିନ୍ମୟୀ ସ୍ୱାଇଁ): ମହାମାରୀ ଦୀର୍ଘ ଦୁଇ ବର୍ଷ ଧରି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା । ଲୋକେ ଖାଇବା ଭୁଲିବା ସହ ଜୀବିକା ବି ହରାଇଥିଲେ । ପ୍ରିୟପରିଜନଙ୍କୁ ବି ଭେଟି ପାରୁନଥିଲେ ଲୋକେ । ଚାରିଆଡେ ଶୁଭୁଥିଲା ହାହାକାର । ଚାରିଆଡେ ଶୂନଶାନ । ଏମିତି କି ଦେବାଦେବୀଙ୍କୁ ଦର୍ଶନ…
Read More...
Read More...