Browsing Tag

chinamyee swain

ଡ଼ି.ଏନ ଗୃପର ବେଆଇନ ଆର୍ଥିକ କାରବାରର ଖୋଳତାଡ଼ କରିବ ଇଡି

ଭୁବନେଶ୍ୱର:ଡି.ଏନ ଗୃପ ଉପରେ ଆଇଟି ରେଡ ମାମଲା ।ଡ଼ି.ଏନ ଗୃପର ବେଆଇନ ଆର୍ଥିକ କାରବାର ର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦେଶଳୟ ବା ଇଡି ।ଖୁବ ଶୀଘ୍ର ନିଜ ଆଡୁ ମାମଲା ରୁଜୁ କରିବ ଇଡି ।ଗତକାଲି ଆୟକର ଚଢାଉ ବେଳେ ସଂସ୍ଥା ର ନିର୍ଦେଶକ ଙ୍କ ଘରୁ ଜବତ ହୋଇଛି ୩୦ କୋଟି ଟଙ୍କା ।ଇଡି ପକ୍ଷରୁ…
Read More...

ଘରର ଚାରି କାନ୍ଥ ଭିତରେ ବସି ରାଜନୀତି ଗଣିତ କଷା ଯାଏନି :ପ୍ରଶାନ୍ତ ମୁଦୁଲି, ମୁଖ୍ୟ ସଚେତକ

ଭୁବନେଶ୍ୱର:ଘରର ଚାରି କାନ୍ଥ ଭିତରେ ବସି ରାଜନୀତି ଗଣିତ କଷା ଯାଏନି । ସମୟ ଥିଲା ସେମାନେ ଓଡିଶା ପାଇଁ ଅନେକ ଡାଇଲଗ ଦେଇଛନ୍ତି । ମିଶନ 120 ଓ ବିଭିନ୍ନ କଥା କହିଛନ୍ତି । କିନ୍ତୁ ସେମାନେ ଯେତେବେଳେ ଗାଁକୁ ଯାଉଛନ୍ତି ସେତେବେଳେ ଗୋଟିଏ ଚିତ୍ର ଲୋକଙ୍କ ଭିତରେ ଅଛି । ସେ ହେଉଛନ୍ତି ନବୀନ…
Read More...

ଆଜିଠୁ ୪ ଦିନ ବର୍ଷାର ପରିମାଣ ବଢିବ ;ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର: ଆଜିଠୁ ୪ ଦିନ ବର୍ଷାର ପରିମାଣ ବଢିବ । ଏହାସହିତ ରାଜ୍ୟରେ ୧୦ ଜିଲ୍ଲାରେ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାରେ ବର୍ଷା…
Read More...

ସୁଟିଂ ସେଟରେ କିଙ୍ଗ ଖାନ୍ ଆହତ

ମୁମ୍ବାଇ:ଦୁର୍ଘଟଣାର ଶିକାର ହୋଇଛନ୍ତି କିଙ୍ଗ ଖାନ୍ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରୁ ପ୍ରବଳ ରକ୍ତସ୍ରାବ ରୋକିବା ପାଇଁ…
Read More...

ରାଜଧାନୀରେ ପୁଣି ମାତିଲେ ଲୁଟେରା ;ରାତିରେ ନୁହେଁ ଦିନରେ କଲେ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା ।  ରାତିରେ ନୁହେଁ ଦିନରେ କଲେ ଲୁଟ୍ । ନୀଳାଦ୍ରି ବିହାରରୁ କବାଟ ଲକ ଭାଙ୍ଗି ବୁଲାଇଲେ କଳାକାନ ଅଵସର ପ୍ରାପ୍ତ ଡାକ୍ତର ଦମ୍ପତିଙ୍କ ଘରୁ ଲୁଟ୍ ।ପତି ପତ୍ନୀ ଘରେ କେହି ନଥିବେ ବେଳେ ଲୂଟ ଦୁଇଟି ରୁମ ରୁ ୫ ଟି ଆଲମାରୀ ରୁ ଲୂଟ ।ନଗଦ ୧୫ ହଜାର…
Read More...

GST ଆଦାୟରେ ଓଡିଶା ରେକର୍ଡ ;ଜୁନ ମାସରେ ଟିକସ ଆଦାୟରେ ମଧ୍ୟ ୧୩.୮୪ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: GST ଆଦାୟରେ ଓଡିଶା ରେକର୍ଡ ସୃଷ୍ଟି କରିଛି । ଗତବର୍ଷ ଜୁନ ମାସରେ ରାଜ୍ୟ ସରକାର ୧୩୮୪ କୋଟି ୫୯ ଲକ୍ଷ ଟଙ୍କାର ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରିଥିଲେ । ଜୁନ ମାସରେ ୨୫.୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରାଯାଇଛି । ଚଳିତ ବର୍ଷ ଜୁନରେ…
Read More...

ରତ୍ନଭଣ୍ଡାର ଚାବି ହିଜିଛି କି ନାହିଁ ଆମେ ଜାଣିନୁ; ଜଗନ୍ନାଥ ସାରକା, ଆଇନମନ୍ତ୍ରୀ

ଭୁବନେଶ୍ୱର; ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ଆଇନ ମନ୍ତ୍ରୀଙ୍କ ଅଜବ ପ୍ରତିକ୍ରିୟା ।ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ ।ମୁଁ ଆଜି ପର୍ଯ୍ୟନ୍ତ ଯେତିକି ଜାଣିଛି, ରତ୍ନ ଭଣ୍ଡାର ଚାବି ହଜିଛି କି ନ ହଜିଛି ଆମେ ସେ ବିଷୟରେ ଜାଣିନୁ ।ରାଜ୍ୟ ସରକାର ବିଭିନ୍ନ ସ୍ତରରେ…
Read More...

ଆସନ୍ତା ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା

ଭୁବନଶ୍ୱେର: ପୁଣି ଲଘୁଚାପ ହେବାର ସମ୍ଭାବନା । ଏହାର ପ୍ରଭାବରେ ହୋଇପାରେ ପ୍ରବଳ ବର୍ଷା । ଆସନ୍ତା ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏବେ ରାଜ୍ୟରେ ମୌସୁମୀ…
Read More...

ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର;ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଲଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଘଟଣା । ମୃତକ ଜଣକ ହେଲେ ଜେ କେ.ମିଲନ. ଦୀର୍ଘଦିନ ହେବ ଚିନ୍ତାମଣିଶ୍ୱର ଜେନା କଲୋନୀରେ ରହୁଥିଲେ । ଘଟଣା ସ୍ଥଳରେ ଲଷ୍ମୀସାଗର ଥାନା ପୋଲିସ ପହଂଚି ମୃତଦେହ ଉଦ୍ଧାର…
Read More...

ଦିଗପହଣ୍ଡି ଦୁର୍ଘଟଣା ;ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଁଏ ସହାୟତା ଘୋଷଣା

ବ୍ରହ୍ମପୁର: ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଦିଗପହଣ୍ଡି ଦୁର୍ଘଟଣାରେ ମୃତକଙ୍କ ଲାଗି ସହାୟତା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଘୋଷଣା । ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ…
Read More...