ସାଂଘାଇରେ ପୁଣି କରୋନା ଆତଙ୍କ
ସାଂଘାଇ - କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଫେରିଲାଣି ମହାମାରୀ । ସାଂଘାଇରେ ପରିସ୍ଥିତି ଅଣାୟତ ହେବାକୁ ଯାଉଛି । ସମାଚାର ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁଯାୟୀ, ଆର୍ଥିକ ରାଜଧାନୀ ସାଂଘାଇରେ ଗତ ୨୪ ଘଣ୍ଟାରେ କରୋନାରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଗୋଟିଏ ଦିନ…
Read More...
Read More...