Browsing Tag

China

ବିନା ଗର୍ଭରେ ଜନ୍ମ ନେବେ ଶିଶୁ

ଚୀନ୍‌: ମାନବର ଗର୍ଭାଶୟରେ ଭ୍ରୁଣର ବିକାଶ ହୁଏ, ଯାହାକୁ ଶିଶୁ କୁହାଯାଏ। ବର୍ତ୍ତମାନ ଚାଇନାର ବୈଜ୍ଞାନିକ କୃତ୍ରିମ ଉପାୟରେ ଭ୍ରୁଣର ବିକାଶ ନିମନ୍ତେ ଚେଷ୍ଟା କରୁଛନ୍ତି। ଏହାର ଯତ୍ନ ନେବା ପାଇଁ କୃତ୍ରିମ ବୃଦ୍ଧି ଓ ବଳ ପ୍ରୟୋଗ କରାଯିବ। ଏହି କୃତ୍ରିମ ଭ୍ରୁଣର ବିକାଶ ସହିତ ଜଡିତ ପ୍ରତ୍ୟେକ…
Read More...

ଫେରିଲା ଲକଡ଼ାଉନ, ପର୍ଯ୍ୟଟନ ସ୍ଥଳୀରେ କଟକଣା

ନୂଆଦିଲ୍ଲୀ: ଚିନରେ ପୁଣି ଅଣାୟତ ହେବାରେ ଲାଗିଛି କରୋନା । ଏବେ ସେଠାରେ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋଭିଡ଼ର ଡ଼େଲଟା ଭ୍ୟାରିଆଣ୍ଟ । ସଂକ୍ରମଣ ବଢ଼ୁଥିବା ନେଇ ଏବେ ଅନେକ ସ୍ଥାନରେ ପୁଣି ଲକଡ଼ାଉନ ଘୋଷଣା କରାଯାଇଛି । ଏହା ସହିତ ପର୍ଯ୍ୟଟକଙ୍କମାନଙ୍କ ପାଇଁ କଟକଣା ଜାରି କରାଯାଇଛି । ବିଭିନ୍ନ…
Read More...

ଭାରତ ଚୀନ ସୀମା ବିବାଦ : ବିଫଳ ହେଲା ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଦୁଇ ଦେଶର ସୈନ୍ୟ ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱରା ହୋଇଥିବା ବୈଠକ ସଫଳ ହୋଇପାରିନାହିଁ । ଖଇଉରେ ଉପୁଜିଥିବା ବିବାଦର କୌଣସି ସମାଧାନ ହୋଇପାରିନାହିଁ । ଏହି ବୌଠକ ରବିବାର ଦିନ ଚୀନ ଓ ଭାରତର କମାଣ୍ଡର ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ହୋଇଥିଲା । ଏହି ବୈଠକରେ ଭାରତୀୟଙ୍କ…
Read More...

ଚୀନର ଅମୂଲ୍ୟ ସମ୍ପଦ ଝେଙ୍ଗ ଟାଓ

ଟୋକିଓ: ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଦେଶ ଭକ୍ତି ଆଉ ଆତ୍ମବିଶ୍ୱାସ ସାମନାରେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନିଛି । ପିଲାବେଳୁ ନିଜର ଦୁଇ ହାତ ହରାଇଛନ୍ତି ସିନା, ହେଲେ ଏହାକୁ ଖାତିର ନକରି ସ୍ୱିମିଙ୍ଗ ଆଥଲେଟିକରେ ଭାଗନେବା ସହିତ…
Read More...

ପୂର୍ବ ଲଦାଖରେ ଚୀନ ତିଆରି କରୁଛି କଂକ୍ରିଟ କ୍ୟାମ୍ପ

ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ସରକାରୀ ସୁତ୍ରରୁ ଜଣାପଡିଛି କି ଚୀନ ପିଏଲଏ ସେନା ମାନଙ୍କ ପାଇଁ ପ୍ରକୃତ ନିୟନ୍ତ୍ରଣ ରେଖା (ପିଏଲଏ) ପାଶ୍ୱର୍ରେ କଂକ୍ରିଟ କ୍ୟାମ୍ପ ତିଆରି କରୁଛି ଯାହା ଦୀର୍ଘ ସମୟ ଏହା ଚୀନ ସେନାଙ୍କୁ ସାହାଯ୍ୟ କରିବ । ଏହି କଂକ୍ରିଟ କ୍ୟାମ୍ପରେ ଚୀନ ସୈନ୍ୟ ମାନେ…
Read More...

ଚୀନରେ ସ୍ଥିତି ଭୟାବହ: କରୋନା ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା

ବେଜିଂ : କରୋନା ଭାଇରସ୍‌ର ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଏହି ଭୟଙ୍କର ଭାଇରସ୍‌ ଯୋଗୁଁ ଚୀନ୍‌ରେ ଗତ ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୭ ଶହ ଟପି ଥିବା ବେଳେ ପ୍ରାୟ ୭୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଗତକାଲି ଆଉ ୨୬୪୧ଟି ନୂଆ ମାମଲା ସାମ୍ନାକୁ…
Read More...

ଚୀନରେ ଥମୁନି କରୋନା ଆତଙ୍କ: ୫୦୦ ଟପିଲା ମୃତ୍ୟୁ ସଂଖ୍ୟା, ୨୪୦୦୦ ଆକ୍ରାନ୍ତ

ବେଜିଂ : ଚୀନରେ କରୋନା ଭାଇରସ୍‌ ଆତଙ୍କ ଥମିବାର ନା ଧରୁନି।  ସେଠାରେ ମୃତ୍ୟୁସଂଖ୍ୟା ୫୦୦ ଟପିଯାଇଥିବା ବେଳେ ପାଖାପାଖି ୨୪, ୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍‌ ର ମୁଖ୍ୟ କେନ୍ଦ୍ର ଉହାନ୍‌ ସମେତ ଦେଶର ଅନ୍ୟ ପ୍ରମୁଖ ସହର ଗୁଡିକରେ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା…
Read More...

କରୋନା ଭୟ: ଚୀନ୍ ଛାଡ଼ିବାକୁ ପାକିସ୍ତାନୀ ବ୍ୟାକୁଳ, ସରକାର ନିର୍ବିକାର

ବେଇଜିଂ: ଚୀନ୍‌ର ଉହାନ, ଶିଂଜିୟାଙ୍ଗ୍‌ ପ୍ରଦେଶରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ଚୀନ୍‌ ଛାଡ଼ିବା ପାଇଁ ବ୍ୟାକୁଳ ହେଉଛନ୍ତି। କିନ୍ତୁ ସେମାନଙ୍କୁ ନେବାପାଇଁ ପାକିସ୍ତାନ ସରକାର ଆଗ୍ରହ ଦେଖାଉନାହାନ୍ତି। ଉହାନରୁ ସମସ୍ତ ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥା ଦେଖି…
Read More...

କରୋନା ଭାଇରସ୍ ତାଣ୍ଡବ: ମୃତ୍ୟୁ ସଂଖ୍ୟା ୧୭୦ ଛୁଇଁଲା

ବେଜିଙ୍ଗ୍‌: ପଡୋଶୀ ରାଷ୍ଟ୍ର ଚୀନ୍‌ରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ଆଜି ୧୭୦ରେ ପହଞ୍ଚିଥିବାବେଳେ ୭୭୦୦ରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି । ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିସନ୍‌ଙ୍କ ଠାରୁ ମିଳିଥିବା ସୂଚନା…
Read More...

ମହାରାଷ୍ଟ୍ରରେ ୪ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ର : ଧୀରେ ଧୀରେ ନିଜ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍‌। ଚୀନ ପରେ ଏବେ ଏହି ଭୁତାଣୁ ଭାରତରେ ମଧ୍ୟ ଆତଙ୍କ ଖେଳାଇବା ଆରମ୍ଭ କରିସାରିଲାଣି। ଏହାର ମୁକାବିଲା ଲାଗି ଭାରତ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ୪ ଜଣ…
Read More...