ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା, ଗୋଟିଏ ଦିନରେ ବୁଡ଼ିଗଲା ସବୁ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଆଉ ଏକ ଟାରିଫ୍ ବୋମା ପକାଇଛନ୍ତି । କିନ୍ତୁ ଏଥର ତାଙ୍କ ବୋମାର ଶିକାର ଭାରତ ନୁହେଁ ବରଂ ତାଙ୍କର ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱୀ ଚୀନ ହୋଇଛି । ଆମେରିକା ରାଷ୍ଟ୍ରପତି ଚୀନ୍ ସାମଗ୍ରୀ ଉପରେ ୧୦୦% ଅତିରିକ୍ତ ଟାରିଫ୍ ଘୋଷଣା କରିଛନ୍ତି…
Read More...
Read More...