Browsing Tag

chilika

ସାମ୍ବାଦିକଙ୍କ ହକ ପାଇଁ ବନ୍ଦ ଡାକରା

ଚିଲିକା(ଦିବ୍ୟକାନ୍ତ ବେହେରା): ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଧାରଣା ଦିଆଯିବ । ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ…
Read More...

ଆଗାମୀ ଦିନରେ ବାଲୁଗାଁ ଏନ୍ ଏ ସି ହୋଇଯିବ କି ସ୍ମାର୍ଟ ଏନ୍ ଏ ସି !

(ଚିଲିକା / ଦିବ୍ୟକାନ୍ତ ବେହେରା) : ସତରେ ଚିଲିକାବାସି ବହୁତ ମହାନ୍। ବିଧାୟକ ପୁଣି ଯୋଜନା ବୋର୍ଡ୍ ଅଧ୍ୟକ୍ଷ ରୁପେ ପ୍ରଶାନ୍ତ ଜଗଦେବଙ୍କୁ ପାଇ ଚିଲିକା ମାଟି ଆଜି ମନେ ପକେଇଦୋଉଛି ବୀର ପାଇକ ଛୁଆ ର ଗାଥା। ଏଇ ଚିଲିକା ମାଟିରେ ଅନେକ ନେତା ମନ୍ତ୍ରୀ ହୋଇକି ନିଜ ମାଟି ମା ପାଇଁ ଯାହା କରି ନ…
Read More...

ଟିକା କେନ୍ଦ୍ରରେ ଅବ୍ୟବସ୍ଥା ଦେଖି ଜିଲ୍ଲା ପ୍ରଶାସନର ବୈଠକ

ଚିଲିକା(ଦିବ୍ୟକାନ୍ତ ବେହେରା)-ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବିଭିନ୍ନ ଟିକାକେନ୍ଦ୍ରରେ ଟୀକାଦାନକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଟୀକାକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ କେଉଁଠି ମହିଳାମାନେ ରାସ୍ତା ଅବରୋଧ କରୁଛନ୍ତି ତ, ଆଉ କେଉଁଠି ଠେଲାପେଲା ହୋଇ ବହୁ ନାଗରିକମାନେ ଆହତ ମଧ୍ୟ…
Read More...

କ’ଣ ପାଇଁ ଚିଲିକାରେ ଉଡିବନି ସି-ପ୍ଲେନ ?

(ସୌମ୍ୟ ରଂଜନ ସେଠୀ) : ଚିଲିକାରେ ଉଡିବାକୁ ଥିବା ସି-ପ୍ଲେ୍ଲନର ପୂର୍ଣ୍ଣଛେଦ ଘଟିଛି, ଉଡିବାକୁ ଥିବା ସି-ପ୍ଲେନ ଆଉ ଉଡିବନି, ଯେଉଁ ପ୍ରସ୍ଥାବ ଆସିଥିଲା ତାହାକୁ ପ୍ରତ୍ୟାହାର କରିଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣେଇଛି । ଏହା ପୂର୍ବରୁ…
Read More...

ମଝି ଚିଲିକାରେ ଅଟକିଲା ବୋଟ୍

( ସୌମ୍ୟ ରଞ୍ଜନ ସେଠୀ) : ମଝି ଚିଲିକାରେ ଅଟକିଲା ବୋଟ୍। ଦୁଇ ଗାଁ ମଧ୍ୟରେ ବିବାଦ ଯୋଗୁଁ ପାଣି ଭିତରେ ଡଙ୍ଗା ଅଟକି ରହିଛି। ମଇଁସା-ଜହ୍ନିକୁଦା ମଧ୍ୟରେ ଡ଼ଙ୍ଗା ଚାଳନାକୁ ନେଇ ବିବାଦ ଦେଖାଦେବାରୁ ଗାଁଲୋକେ ୨ଟି ଡଙ୍ଗାକୁ ଅଟକାଇ ରଖିଛନ୍ତି। ଫଳରେ ଏଥିରେ ପୁରୀରୁ ବ୍ରହ୍ମପୁର ଯାଉଥିବା…
Read More...