Browsing Tag

Chhattisgarh

ସୀମା ସୁରକ୍ଷା ବାହିନୀ ଯବାନ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା

(ସୌମ୍ୟ ରଂଜନ ସେଠୀ) : ଛତିଶଗଡ଼ରେ ମୁତୟନ ଜଣେ ରାଜସ୍ଥାନ ମୂଳ ନିବାସୀ ଜଣେ ସୀମା ସୁରକ୍ଷା ବାହିନୀ (ଏସ୍‌ ଏସ୍‌ ବି) ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଭିଲାଇର ମରୋଦା ଅଞ୍ଚଳରେ ମଙ୍ଗଳବାର ଏହି ଘଟଣା ଘଟିଛି। ମରୋଦାସ୍ଥିତ ଏସଏସବି ୭୦୧ ବାଟାଲିଅନରେ ମୁତୟନ ଯବାନ ନିଜକୁ ଗୁଳି…
Read More...