ମିଶନ ରାହୁଲ: ଆଉ ୮ ଇଞ୍ଚ ଦୂରତାରେ ରାହୁଲ
ଛତିଶଗଡ: ମିଶନ ରାହୁଲରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସୁଡଙ୍ଗ ଭିତରକୁ ପଶିଛନ୍ତି ଏନଡିଆରଏଫ୍ ଟିମ୍ । ଆଉ ମାତ୍ର ସମୟର କଥା ରାହୁଲ ଆସିବ ବାହାରକୁ । ଅତି ଧୀରେ ଧୀରେ ଟନେଲ ଖୋଳି ରାହୁଲ ପାଖରେ ପହଞ୍ଚିବାକୁ ଏନଡିଆରଏଫ୍ ଟିମ୍ ଚେଷ୍ଟା ଚଳାଇଛି । ରାହୁଲ ବାହାରକୁ ଆସିଲେ ଆମ୍ବୁଲାନ୍ସରେ…
Read More...
Read More...