ଏଣିକି ଚେକ ଉଠାଣ ଦେୟଯୁକ୍ତ ହେବ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବ୍ୟାଙ୍କ ଚେକର ମାଗଣା ସେବା ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କଟକଣା ଲଗାଇଛି । ପ୍ରଥମ ଚାରି ଥର ଚେକ୍ ଜରିଆରେ ବ୍ୟାଙ୍କରୁ ଟଙ୍କା ଉଠାଣ ଦେୟମୁକ୍ତ ହେବ । ଏହା ପରେ ଦେୟଯୁକ୍ତ ହେବ।
ପ୍ରତିମାସରେ ବ୍ୟାଙ୍କ ଗୁଡ଼ିକ ଦେୟମୁକ୍ତ ଭାବରେ ଚାରି ଥର…
Read More...
Read More...