ଜାନୁଆରୀ ୨୧ ତାରିଖରେ ହେବ OSSTET-୨୦୨୫, ୧୦ରୁ ଡାଉନ୍ଲୋଡ୍ କରିହେବ ଆଡମିଟ୍ କାର୍ଡ
ଭୁବନେଶ୍ଵର: ଜାନୁଆରୀ ୨୧ ତାରିଖରେ ହେବ OSSTET-୨୦୨୫ । OSSTET- ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ । ଗୋଟିଏ ସିଟିଂରେ ହେବ ପେପର-୧ ଓ ପେପର-୨ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ସରିବ । ଜାନୁଆରୀ ୧୦ରୁ ୱେବସାଇଟରୁ ଡାଉନ୍ଲୋଡ୍ କରିହେବ…
Read More...
Read More...