Browsing Tag

brown sugar seize

ଜବତ ହେଲା ୬ ଲକ୍ଷ ୩୦ ହଜାର ଟଙ୍କାର ବ୍ରାଉନ ସୁଗାର

ପୁରୀ /ଜୟନ୍ତ କୁମାର ସେଠି:ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ପଟନାୟିକା ଛକଠାରେ ଚଢ଼ାଉକରି ରମେଶ ଚନ୍ଦ୍ର…
Read More...

ତାଳସାରି ବେଳାଭୂମିରୁ ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମି ଅଞ୍ଚଳରୁ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ନିସ୍ତୁକ ମାଡ଼ । ଦୁଇ ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଆଜି ସକାଳା ୧୦ଟା…
Read More...

ଜବତ ହେଲା କୋଟିଏ ଟଙ୍କାର ଧଳା ଜହର, ୩ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ୍ ଚାଲିଛି ଧଳା ଜହର କାରବାର । ପୋଲିସ ଆଖିରେ ଧୂଳି ଦେଇ ଦିନକୁ ଦିନ ସକ୍ରିୟ ହେଉଛନ୍ତି ଧଳା ଜହର ବେପାରୀ । ଆଜି ଜଟଣୀରେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଘଟଣା ସ୍ଥଳରୁ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍ । ସୂଚନା…
Read More...

ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରୁ ବ୍ରାଉନସୁଗାର ଜବତ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଏହି ବେଆଇନ ବ୍ରାଉନସୁଗାର କାରବାର ଖୋର୍ଦ୍ଧା ବସଷ୍ଟାଣ୍ଡ ରେ ଅଞ୍ଚଳରେ ହୋଇଥିବାର ସୂଚନା ପାଇଥିଲା ଏସଟିଏଫ । ପରେ ଏସଟିଏଫ ଟିମ ଦ୍ୱାରା ଚଢାଉ କରାଯାଇ ଥିଲା । ଏହି ଚାଲାଣରେ ଗିରଫ…
Read More...

ବ୍ରାଉନ ସୁଗାର ସହ ମହିଳା ଗିରଫ

(ଆଦର୍ଶ ରାଉତ) ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସର ମିଳିତ ଚଢାଉରେ ଜଣେ ମହିଳାକୁ ଗିରଫ କରାଯାଇଛି । ମହିଳା ନିକଟରୁ ୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ୟୁଏଟି ଓ ଲକ୍ଷ୍ମିସାଗର ପୁଲିସ…
Read More...