ରସୁଲପୁର ବ୍ଲକ୍ ନିକଟରେ ଭୁଶୁଡିଲା ପୋଲ ,ଯାତାୟତ ବାଧାପ୍ରାପ୍ତ
ଯାଜପୁର; ନିର୍ମାଣଗତ ତ୍ରୁଟି ଯୋଗୁଁ ଭୁଶୁଡିଲା ବ୍ରିଜ୍ । NH-୧୬ ରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।୧୬ ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଥିବା ଏକ ପୋଲ ଭୋର ସକାଳୁ ୧୦ଫୁଟ ତଳକୁ ଖସିପଡିଛି । ଯାହା ଫଳରେ ରାଜପଥରେ ଯାତୟତ ବନ୍ଦ ରହିଛି ଓ ଅଟକି ରହିଛି ଶହ ଶହ ଗାଡି ।ଭୋର…
Read More...
Read More...