Browsing Tag

brazil

ସୁନ୍ଦରୀ ପ୍ରତିଯୋଗିତାରେ ହାରିଗଲେ ପତ୍ନୀ, ଷ୍ଟେଜକୁ ଚଢ଼ି ମୁକୁଟ ଫୋପାଡ଼ି ଦେଲେ ସ୍ୱାମୀ

ବ୍ରାଜିଲରେ ଘଟିଥିବା ଏକ ଅପ୍ରୀତିକର ଘଟଣା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୁନ୍ଦରୀ ପ୍ରତିଯୋଗିତାରେ ପତ୍ନୀ ଦ୍ୱିତୀୟ ସ୍ଥାନ ଅଧିକାର କରିବା ଘଟଣାକୁ ବରଦାସ୍ତ କରି ପାରିଲେନି ସ୍ୱାମୀ । ଆଖି ଆଗରେ ଆଉ କାହାକୁ ମୁକୁଟ ପିନ୍ଧାଯିବ ଭାବି ସେ ନିଜ ହିତାହିତ ଜ୍ଞାନ ହରାଇ…
Read More...

ଅଭ୍ୟାସ କଲାଣି ବ୍ରାଜିଲ

ଭୁବନେଶ୍ୱର :ଆସନ୍ତା ସପ୍ତାହରୁ ଫିଫା ଯୁବା ବିଶ୍ବକପ୍ (୧୭ ବର୍ଷରୁ କମ୍) ଖେଳିବାକୁ ବୁଧବାର ଭୁବନେଶ୍ବର ପହଞ୍ଚିଥିବା ବ୍ରାଜିଲ୍ ଦଳ ଗୁରୁବାରଠାରୁ ପ୍ରଶିକ୍ଷକ ସିମୋନ ଜାତୋବାଙ୍କ ତତ୍ତ୍ୱାବଧାନରେ କଳିଙ୍ଗ ଷ୍ଟାଡିୟମ୍ରେ ଅଭ୍ୟାସ ଆରମ୍ଭ କରିଛି। ବ୍ରାଜିଲ୍ ଓ ଫୁଟ୍ବଲ୍ ପରିପୂରକ ଭଳି…
Read More...

ବ୍ରାଜିଲରେ ବାଦଲଫଟା ବର୍ଷା, ୯୦ରୁ ଅଧିକ ଲୋକ ମୃତ

ବ୍ରାଜିଲ:ବ୍ରାଜିଲର ରିଓ ଡି ଜେନେରୋ ରାଜ୍ୟର ପେଟ୍ରୋପୋଲିସ୍ ସହରରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରବଳ କ୍ଷତି ଘଟିଛି । ଏହାଯୋଗୁଁ ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲୁ ରହିଛି ।…
Read More...