Browsing Tag

BRAMHAPUR

ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ  ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌…
Read More...

ଆଇଜର ହଷ୍ଟେଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଆଇଜର ହଷ୍ଟେଲରଭ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡୁମାଡିହି ଗ୍ରାମର ସମୟ ସତ୍ୟ ମତର ମୁର୍ମୁ । ସେ ଚଳିତ ବର୍ଷ ୨୦୨୩ ବ୍ୟାଚରେ ଆଇଜରରେ ଆଡମିଶନ ନେଇଥିବା ବେଳେ ଗତ ୨୫ ଦିନ ହେଲା ସେ…
Read More...

ବସ ଯାତ୍ରୀଙ୍କ ବ୍ୟାଗରୁ ୧୮ ଲକ୍ଷ ଟଙ୍କା ଜବତ କଲା ଅବକାରୀ ବିଭାଗ

ବ୍ରହ୍ମପୁର : ବସ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ୧୮ ଲକ୍ଷ । ଗଞ୍ଜେଇ ଚୋରା ଚାଲାଣର ତନାଘନା ହେଉଥିବା ବେଳେ ବସ ଯାତ୍ରୀଙ୍କ ବ୍ୟାଗରୁ ୧୮ ଲକ୍ଷ ଟଙ୍କା ମିଳିଛି । ଏହି ଟଙ୍କା ଜବତ କରିଛି ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ଗଞ୍ଜେଇ…
Read More...

କାନକଟା ଘାଟିରେ ଓଲଟିଲା ବସ୍ ୨ ମୃତ, ୧୫ ଆହତ

ବ୍ରହ୍ମପୁର: ଘାଟିରେ ଓଲଟିଲା ବସ୍ । ୨ ମହିଳା ମୃତ,୧୫ଜଣ ଗୁରୁତର ହୋଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ପାତ୍ରପୁର ବ୍ଲକ କାନକଟା ଘାଟିରେ । ବସଟି ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଆସୁଥିଲା। ମୃତକଙ୍କ ମଧ୍ୟରୁ ଜଣେ ମୋହନାର ଓ ଅନ୍ୟ ଜଣେ ପାତ୍ରପୁର ବ୍ଲକର ବୋଲି ଜଣାପଡିଛି ।…
Read More...

ଶ୍ୱଶୁର ଘର ଆଗରେ ଧାରଣା ଦେଲେ ଯୁବତୀ

ବ୍ରହ୍ମପୁର : ବ୍ରହ୍ମପୁର ଅନ୍ତର୍ଗତ ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ଭାବି ଶଶୁର ଘର ଆଗରେ ଧାରଣା ଦେଲେ ଯୁବତୀ । ସୂଚନା ଅନୁଯାଇ ପଞ୍ଚମା ଗ୍ରାମର ଲକ୍ଷ୍ମୀ ମଣ୍ଡଳଙ୍କ ସହିତ ସେହି ଗ୍ରାମର ନୃସିଂହ ପ୍ରଧାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଦୁହେଁ ଗତ ୨୦୨୧ ମସିହା ଡିସେମ୍ବର…
Read More...

ପୁଣି ନକଲି ଗୁଟଖା କରାଖାନା ଠାବ

ବ୍ରହ୍ମପୁର: ପୁଣି ନକଲି ତିନୋଟି ନକଲି ଗୁଟଖା କରାଖାନା ଠାବ । ଏହାର ମୂଲ୍ୟ ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ କରିଛି ପୋଲିସ । ଏ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀରେ । ପୋଲିସ ଚଢ଼ାଉ କରି ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ୟାକିଂ…
Read More...

ଡିଭାଇଡରରେ ପିଟି ହୋଇ ୨ ବାଇକ୍ ଚାଳକ ମୃତ

ବ୍ରହ୍ମପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ୨ ବାଇକ୍ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ନିକଟରେ । ଏକ ବାଇକ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କ…
Read More...

ଭୟଙ୍କର ରୂପ ନେଲା ଲୁଣାପାଣି ମୁହାଣ

ବ୍ରହ୍ମଗିରି : ଚିଲିକାରେ ନୂଆକରି ଖୋଲିଥିବା ପ୍ରାକୃତିକ ଲୁଣାପାଣି ମୁହାଣ ଆଜି ଭୟଙ୍କର ରୂପନେଇଛି। ପୁରୀ ଆଡ଼କୁ ପୁଣି ଏକ କିଲୋମିଟର ମେଲିଛି ଏହି ମୁହାଣ। ଏହି ମୁହାଣ ବାଲିବନ୍ଧକୁ ଧୋଇ ନେବା ଫଳରେ ପ୍ରବଳ ଜୁଆର ଚିଲିକା ଭିତରକୁ ପଶୁଛି।ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁ’…
Read More...

ଲଗାଣ ବର୍ଷା ଯୋଗୁଁ ଗାଁରେ ପଶିଲା ଚିଲିକାର ପାଣି

ବ୍ରହ୍ମଗିରି: ଲଗାଣ ବର୍ଷାରେ ଯୋଗୁଁ ଗାଁରେ ପଶିଲା ଚିଲିକାର ଜୁଆର ପାଣି। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମୁଦ୍ର ପାଣି ମାଡି ଆସି ଗାଁ ଭିତରେ ପଶିଛି। ଏ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁ ହରଚଣ୍ଡି ସାହିରେ । ଏହି ଗାଁରେ ଲହଡି ଭାଙ୍ଗୁଛି ପାଣି ଯାହା ଫଳରେ…
Read More...

ହସ୍ପିଟାଲ କିଣାବିକା ନାଁରେ ଠକେଇ

ବ୍ରହ୍ମପୁର : ହସ୍ପିଟାଲ କିଣାବିକା ନାଁରେ ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ବ୍ରହ୍ମପୁର ହର୍ଷ ଗଳିର ୪ର୍ଥ ଗଳିର ଡା. ଋମେଶ ଚନ୍ଦ୍ର ବାରତା । ଥାନା କେସ ୧୮୫/୨୨ରେ ରୁଜୁ କରି ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ସୂଚନା…
Read More...