Browsing Tag

Boudha

ବାଇକକୁ ପଛପଟୁ ଧକ୍କା ଦେଲା କାର

ବାଇକକୁ ପଛପଟୁ ଧକ୍କା ଦେଲା କାର । 57 ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ହରେକୃଷ୍ଣପୁର ଠାରେ ଗତକାଲି ବିଳମ୍ବିତ ରାତିରେ ରେ ଘଟିଛି ଏଭଳି ଦୁର୍ଘଟଣା! ଦୁର୍ଘଟଣା ରେ ବାଇକ ଚାଳକ ଗୁରୁତର! ଗୁରୁତର ବ୍ୟକ୍ତି ଡିମିରିଝୁଲି ଗ୍ରାମର ମାଧବ ବେହେରା ଅବସ୍ଥା ଶଙ୍କଟାପନ୍ନ ହେବାରୁ ଭୁବନେଶ୍ୱର…
Read More...

ବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିର

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଥିବା ହାତୀ ଆକ୍ରମଣ, ଫସଲ ନଷ୍ଟ ଓ ଜୀବଜନ୍ତୁ–ମାନବ ସଂଘର୍ଷକୁ ରୋକିବା ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ଗୁରୁବାର ଦିନ ବାମଣ୍ଡା ନର୍ସରୀ ଠାରେ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିରର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜନ୍ଦ୍ର…
Read More...

ବୌଦ୍ଧ କଚେରୀ ପଡିଆରେ ଚାଲିଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ବୌଦ୍ଧ ଜିଲ୍ଲା କଚେରୀ ପଡିଆରେ କୃଷି କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା! ଏନେଇ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଗୁଡିକରେ କୃଷି ଯନ୍ତ୍ରପାତିର ଆସର ଜମିଥିବା ବେଳେ ଦିନ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ କୃଷକମାନଙ୍କ ଗହଳି…
Read More...

ମାଟି କାରୁକାର୍ଯ୍ୟ କରୁଥିବା କୁମ୍ଭାର ସମ୍ପ୍ରଦାୟ ପକ୍ଷରୁ କୁରାଳ ପଞ୍ଚମୀ

ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଥିବା କୁମ୍ଭାର ସମ୍ପ୍ରଦାୟର ପକ୍ଷରୁ ଆଜି ଧାର୍ମିକ ଉତ୍ସାହ ଓ ପାରମ୍ପରିକ ରୀତିନୀତି ଅନୁଯାଇ କୁରାଳ ପଞ୍ଚମୀ ପାଳନ ଅନୁଷ୍ଠିତ ହେଉଥିବା ବେଳେ ହରଭଙ୍ଗା ବ୍ଲକ ଘୋରଡ଼ା ଗ୍ରାମରେ ଉକ୍ତ ସମ୍ପ୍ରଦାୟ ପକ୍ଷରୁ ଧୂମଧାମରେ ମଧ୍ୟ ପାଳିତ ହୋଇଯାଇଛି । ସକାଳୁ…
Read More...

ବୌଦ୍ଧ ଜିଲ୍ଲା ଏମଭିଆଇ ଗୋଲାପ ଚନ୍ଦ୍ର ହାସଁଦାଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ୟୁରୋ:- ଗତ କିଛି ଦିନ ହେବ ଓଡ଼ିଶା ଭିଜିଲାନ୍ସ ପୂରା ଆକ୍ଟିଭ ମୋଡରେ ରହିଛି । ଜଣଙ୍କ ପରେ ଜଣେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ଚଢ଼ାଉ କରି ସମ୍ପତ୍ତି ଜବତ ସହ ତାଙ୍କୁ ବାନ୍ଧୁଛି । ତେବେ ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ ଫସିଥିବା ସୂଚନ ମିଳିଛି  । ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ…
Read More...

ଗଞ୍ଜେଇ ଚାଲାଣକାରୀଙ୍କୁ ଛାଡିବା ଘଟଣା: ଦୁଇ କନେଷ୍ଟବଳଙ୍କ ସହ ଫାଣ୍ଡି ଅଧିକାରୀ ନିଲମ୍ବିତ

ବୌଦ୍ଧ : ବୈଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ ବହୁ ମାତ୍ରାରେ ବଢି ଚାଲିଛି । ଏହି ଗଞ୍ଜେଇ ଚାଷ ପଛରେ ପୋଲିସର ହାତ ଥିବା ଅଭିଯୋଗ ହେଉଛି । ତିନିଜଣ ପୋଲିସର କର୍ମଚାରୀଙ୍କ ବିରୋଧରେ ହୋଇଥିବା କାର୍ୟ୍ୟାନୁଷ୍ଠାନ ଏହି ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରିଛି । ସୂଚନା ଅନୁଶାରେ ଦୁଇଜଣ ଗଞ୍ଜେଇ…
Read More...

ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା : ୩ ଚାଳକ ଗୁରୁତର

ବୌଦ୍ଧ/ ନବରଙ୍ଗପୁର: ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା, ୩ ଚାଳକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଓ ନବରଙ୍ଗପୁରରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ରାଧାନଗର ନିକଟରେ ବୃନ୍ଦାବନଠାରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ…
Read More...

ବନ୍ୟା ଯୋଗୁଁ ଘରକୁ ଫେରିପାରିଲେନି ଛାତ୍ରଛାତ୍ରୀ

ବୌଦ୍ଧ : ବନ୍ୟା ଯୋଗୁଁ ଘରକୁ ଫେରିପାରିଲେନି ଛାତ୍ରଛାତ୍ରୀ। ରାତି ସାରା ଗ୍ୟାରେଜରେ ବିତାଇବାକୁ ପଡ଼ିଛି। ବନ୍ୟା ପାଣି ଯୋଗୁଁ ନାଳ ଅତିକ୍ରମ କରିପାରି ନାହାନ୍ତି ଛାତ୍ରଛାତ୍ରୀ। ଏଥିରୁ ବୌଦ୍ଧ ଜିଲ୍ଲା ଗମନାଗମନ କ୍ଷେତ୍ରରେ କେତେ ବିକଶିତ ତାହା ଜଣାପଡୁଛି। ବର୍ଷା ପରେ ବନ୍ୟା ପାଣି ଯୋଗୁଁ…
Read More...

ଅଚାନକ ଜଳିଗଲା ୩ ବଖରା ଘର

(ବୌଦ୍ଧ) : ଅଚାନକ ଜଳିଗଲା ୩ ବଖରା ଘର। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତାଳପଦର ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ହେତୁ ୩ ବଖରା ଘର ସହ ଚାହୁଁ ଚାହୁଁ ପୋଡି ପାଉଁଶ ହୋଇଗଲା ୨୦ କୁଇଣ୍ଟାଲ ଧାନ ସହ ଡାଲି, ଚାଉଳ ଓ ଆସବାବ ପତ୍ର । ନିଆଁ ଅଣ ଆୟତ୍ତ…
Read More...

ହାତୀର ମୃତଦେହ ଉଦ୍ଧାର, ଦାନ୍ତ କାଟି ଶିକାରୀ ଫେରାର

(ବୌଦ୍ଧ) : ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟ । ଆଜି ବୌଦ୍ଧ ବଘିଆପଡ଼ା ସେକ୍ସନ ଭୁର୍କିପଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ମିଳିଛି। ହାତୀର ଦାନ୍ତକୁ ଶିକାରୀମାନେ କାଟି ନେଇଛନ୍ତି। ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା…
Read More...