ଜ୍ୱର ବଦଳରେ ୪ ବର୍ଷର ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକସନ୍ ଲେଖିଦେଲେ ଡାକ୍ତର
ବଣାଇଁ:- ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପ-ଖଣ୍ଡ ହସ୍ପିଟାଲରେ ଗୁରୁତର ଚିକିତ୍ସା ଅବହେଳା। ଜ୍ୱର ବଦଳରେ ୪ ବର୍ଷର ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକସନ୍ ଲେଖିଦେଲେ ଡାକ୍ତର । ଏହି ଘଟଣା ପରେ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ।
ସୂଚନା ଅନୁସାରେ, ଗୁରୁବାର ସକାଳେ…
Read More...
Read More...