ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ ନଗରରେ ବୋମା ବିସ୍ଫୋରଣ, ଅପରାଧିକ କାର୍ଯ୍ୟ ସମୟରେ ବିସ୍ଫୋରଣ ହୋଇଥିବା ସନ୍ଦେହ
ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳ ଅଧୀନ ନିୟୁ ଆଜାଦ ନଗରରେ ଏକ ଭୟାବହ ବୋମା ବିସ୍ଫୋରଣ ଘଟି ୫ ଜଣ ଆହତ ହୋଇଛନ୍ତି। ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁସାରେ, ୫ ମହଲା ବିଶିଷ୍ଟ ଏକ କୋଠାର ଛାତ ଉପରେ ବୋମା ଭିଡ଼ିବା ବେଳେ ହଠାତ୍…
Read More...
Read More...