Browsing Tag

BMC

ସଫେଇ କର୍ମଚାରୀଙ୍କୁ ସୁରକ୍ଷା ଦେଉନି BMC

ସହରକୁ ସଫା ସୁତୁରା ରଖୁଛନ୍ତି । ଦିନ ରାତି ଏକ କରୁଛନ୍ତି । ହେଲେ ନା ମିଳୁଛି ଉପଯୁକ୍ତ ଟଙ୍କା ନା ସୁରକ୍ଷା । ଅର୍ଦ୍ଧ ରାତ୍ରୀରେ ସହରର ସବୁ ଅଳିଆ ସଫା କରି ଭୁବନେଶ୍ବରର ସଫେଇ କର୍ମଚାରୀ ମହିଳା ମାନେ ସହରକୁ ସ୍ୱଚ୍ଛ ରଖୁଛନ୍ତି। ହେଲେ ସହରକୁ ସଫା କରି ରାତି ଅଧରେ ଘରକୁ ଫେରିବା ପାଇଁ ସଫେଇ…
Read More...

ଆବର୍ଜନା ପରିଚାଳନାରେ ଅନିୟମିତତା –ବିଏମସି

ବ୍ୟୁରୋ:ଅଳିଆ ଆବର୍ଜନା ପରିଚାଳନାରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ବିଏମସି କମିଶନର । ବିଏମସି ବାରମ୍ବାର ଚେତାବନୀ ଦେବା ପରେ ବି ବିଏମସିକୁ ସହେଯାଗ କରୁନାହାନ୍ତି ଲୋକେ । ଏ ନେଇ ବିଏମସି ଆଜି ଭିଡିଓ କନଫରନ୍ସେଙ୍ଗି ଜରିଆରେ ସୂଚନା ଦେଇଛନ୍ତି । ନିୟମରେ ପରିବର୍ତ୍ତନ ଆଣି…
Read More...

ଭୁବନେଶ୍ୱରର ପ୍ରମୁଖ ଆକର୍ଷଣ; ବିଶ୍ୱକପ୍ ଓ ଆବର୍ଜନ

ଭୁବନେଶ୍ୱର : ଏପଟେ ବିଶ୍ୱକପ୍ ଓ ଅନ୍ୟପଟେ ଆବର୍ଜନାର ସ୍ତୁପ, ବିଶ୍ୱକପକୁ ଆସିଥିବା ଖେଳାଳୀମାନଙ୍କୁ ଭୁବନେଶ୍ୱର ଆଉ କିଛି ଦେଉ ନଦେଉ, ଡ଼େଙ୍ଗୁ ଏବଂ ଝାଡ଼ାବାନ୍ତି ରୋଗର କିଛି ଜୀବାଣୁ ନିଶ୍ଚିୟ ଦେଇ ପାରିବ । କଳିଙ୍ଗ ଷ୍ଟାଡ଼ିୟମକୁ ସଜାଇ, ସହରର କିଛି ପ୍ରମୁଖ ଅଂଶକୁ ସୁନ୍ଦର କରି ଅନ୍ୟ ସବୁ…
Read More...

ରାସ୍ତା କଡରେ ନୋ ଫୁଡ୍ ଷ୍ଟଲ୍ : ବିଏମ୍ସି

ଭୁବନଶ୍ୱେର :ଭୁବନଶ୍ୱେରକୁ ସବୁଜ ଓ ସୁସ୍ଥ ପରିବେଶ କରିବା ଟାର୍ଗେଟରେ ବିଏମ୍ସି । ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍ସି । ରାସ୍ତା କଡରେ ଅଳିଆ ଆବର୍ଜନା ଜମା ହେବା ହେତୁ ବହୁ କିଛି ସମସ୍ୟା ଉପୁଜୁଛି । ଟ୍ରାଫିକରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି…
Read More...

ବିଏମସି ପାଳୁଛି ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ୱର : ବିଏମସି ପାଳୁଛି ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ରାଜଧାନୀବାସୀଙ୍କୁ ଭେଟି ଦେଇଛି ବିଏମସି। ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଉଦଘାଟନ କରାଯାଇଛି। ଏନେଇ ବିଭିନ୍ନି ଓ୍ବାର୍ଡରେ ଚାଲିଛି ମାରାଥନ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ। ସହରର ଉନ୍ନତି ପାଇଁ ପୋଖରୀ ପୁନ ଉଦ୍ଧାର ,…
Read More...

ମେୟରଙ୍କ ନେତୃତ୍ୱରେ ବିଏମସିର ଆଜି ବସିବ ଦ୍ୱିତୀୟ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ବସିବ ବିଏମସିର ଦ୍ୱିତୀୟ ପରିଷଦ ବୈଠକ। ବିଏମସି ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଏମସିର ଦ୍ୱିତୀୟ ପରିଷଦର ବୈଠକ ବସିବାକୁ ଯାଉଛି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ରାଜ୍ୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହେବାକୁ ଯାଉଛି। ବର୍ତ୍ତମାନ ବର୍ଷା ଜନିତ ସମସ୍ୟା ଓ ଆଗକୁ…
Read More...

ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ସଂପ୍ରତି ଲଘୁଚାପ ଜନିତ ବର୍ଷା କାରଣରୁ ଭୁବନେଶ୍ୱର ସହରର ତଳି ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଖାସ କରି ସିଆରପି ଛକରେ ଥିବା ଇସ୍କନ ମନ୍ଦିର ସାମ୍ନାରେ ଅଳ୍ପ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି ଜମିଯାଇଥାଏ। ଏହାଛଡା ଓଲ୍ଡ ଟାଉନ, ମଞ୍ଚେଶ୍ୱର…
Read More...

ମାର୍କେଟିଂ ବିଲଡିଂକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବ୍ୟବସାୟୀ ସଂଘ

ଭୁବନେଶ୍ୱର: ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ୟବସାୟୀ ସଂଘର କହିବା ଅନୁସାରେ ବିଏମସି ପକ୍ଷରୁ ସେମାନଙ୍କୁ ଥାଇଥାନ କରାଯାଇଛି, ହେଲେ ସେମାନେ ଜୋରଜବରଦସ୍ତ ମାର୍କେଟ ବିଲଡିଂ ପରିସରରେ ଦୋକାନ ପକାଉଛନ୍ତି। ଫଳରେ…
Read More...

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା ଦାସ । ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଶପଥ ନେଇଛନ୍ତି ମହାନଗର ନିଗମର ପ୍ରଥମ ମହିଳା ମେୟର । ତାଙ୍କ ସହ ନବନିର୍ବାଚିତ ୬୭ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।ତେବେ ଦାୟିତ୍ୱ ଗ୍ରହଣ କରିବା…
Read More...

ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ

ଭୁବନେଶ୍ୱର:ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ ସ୍ଥାନାନ୍ତର ହେବ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍‌ ମାର୍କେଟ ସ୍ଥାନାନ୍ତର କରାଯିବ। ନେଇ ସୂଚନା ମିଳିଛି । ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମିମଧ୍ୟ ଚିହ୍ନଟ ହୋଇଛି। ସେଠାରେ ପରିବା ହୋଲ୍‌ସେଲ୍‌…
Read More...