ଅତିରିକ୍ତ କମିଶନରଙ୍କୁ ମାଡ, ଭାଇରାଲ ହେଲା ଭିଡିଓ
ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଅଭିଯୋଗ । ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଚାମ୍ବର ଭିତରେ ଟାଣିଆଣି ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଘଟଣାସ୍ଥଳରେ ଖାରବେଳନଗର ଥାନା…
Read More...
Read More...