Browsing Tag

blood donation camp

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି ଜିଲ୍ଲା ପ୍ରଶାସନ, ଗଜପତି ଏବଂ ଭାରତୀୟ ରେଡ୍‌କ୍ରସ ସମିତି,ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ  ଓଡ଼ିଆ ପକ୍ଷ ପାଳନ ଅବସରରେ  ଜିଲ୍ଲା ସ୍ତରୀୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ…
Read More...

ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ହିନ୍ଦୋଳ…
Read More...

ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ହସ୍ପିଟାଲ ରକ୍ତ ଭଣ୍ଡାର ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଖରାଦିନରେ ରକ୍ତର ଅଭାବ ଓ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଶିବିରର ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି। ଢେଙ୍କାନାଳ ରକ୍ତଭଣ୍ଡାର…
Read More...

ସାଧାରଣତନ୍ତ୍ର ଦିବସରେ ଝରୀଗାଁ ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସର ରକ୍ତଦାନ ଶିବିର

77 ତମ ସାଧାରତନ୍ତ୍ର ଦିବସ ଅବସରରେ ଝରୀଗାଁ ଡିଗ୍ରୀକଲେଜ କର୍ତୃପକ୍ଷଙ୍କ ପ୍ରୟାସ କ୍ରମେ, ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଝରୀଗାଁ ଶିକ୍ଷକ ସଙ୍ଘ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ଙ୍କ ସହଯୋଗରେ ଅପରାହ୍ନ ଦୁଇଘଣ୍ଟା ସୁଦ୍ଧା ପାଖାପାଖି 54  ୟୁନିଟ…
Read More...

ରେଙ୍ଗାଲି ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ରେଙ୍ଗାଲି ଗ୍ରାମ ପଂଚାୟତ ଏବଂ ଟାଇଗର ଗ୍ରୁପ ର ମିଳିତ ପ୍ରୟାସ ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଆଠ ବର୍ଷ ହେବ ଚିନ୍ତା ବାଗ ଙ୍କ ନେତୃତ୍ୱରେ କରାଯାଇଛି l ରକ୍ତଦାନ ଏକ ମହାନ ଦାନ ହୋଇଥିବାରୁ ସ୍ୱଇଚ୍ଛା ରେ ଅନେକ ଯୁବକ…
Read More...

ଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର

ରକ୍ତଦାନ ମହତ ଦାନ l ମଣିଷ ଜୀବନରେ ରକ୍ତ ର ଆବଶ୍ୟକ ଅନେକ, ତେଣୁ ପ୍ରତ୍ୟେକ ମଣିଷ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହଯୋଗୀ ହେବାକୁ ଆହ୍ୱାନ ଦେଇଛନ୍ତି ପାରାଦୀପ ମହାବିଦ୍ୟାଳୟ ର ଏନସିସି ଆଲୁମିନି ସଦସ୍ୟ l ଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟ ରେ ଏକ ସ୍ବେଛାକୃତ ରକ୍ତଦାନ…
Read More...

ଜି ଆଇଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଗୁଣୁପୁର / ଦୀପକ କୁମାର ପଣ୍ଡା : ଗୁଣପୁର ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଅନ୍ତ ରାଜ୍ୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର  ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ  ୨୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି…
Read More...

ମେଗା ରକ୍ତ ଦାନ ଶିବିର ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଅନୁଗୋଳ / ସୁଧାକର ସାହୁ :  ଅନୁଗୋଳ ଜିଲ୍ଲା ପଞ୍ଚମହଲା ସ୍ଥିତ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଠାରେ ଆସନ୍ତା କାଲି ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ । ସେଥି ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା। ପ୍ରଥମେ ପ୍ରଭୁଃ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ…
Read More...

ମହାଲକ୍ଷ୍ମୀ ଫିଲିଙ୍ଗ୍ ପଏଣ୍ଟ୍ ପକ୍ଷରୁ ରକ୍ତଦାନ ଶିବିର, ୯୨ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ /ରଜନୀକାନ୍ତ ପାତ୍ର : ସମରଝୋଳ ସ୍ଥିତ ମହାଲକ୍ଷ୍ମୀ ଫିଲିଂ ପଏଣ୍ଟ ର ପ୍ରଥମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ, ଗ୍ରୀଷ୍ମ ଋତୁରେ ସୃଷ୍ଟି ହେଉଥିବା ଉତ୍କଟ ରକ୍ତଭାବର ଦୂରୀକରଣ ଏବଂ ନୂତନ ରକ୍ତଦାତା ସୃଷ୍ଟି ଉଦ୍ଧେଶ୍ୟରେ ସମରଝୋଳ ଫିଲିଙ୍ଗ୍ ପଏଣ୍ଟ ଠାରେ ଆୟୋଜିତ ହୋଇଥିଲା ଏକ…
Read More...

କାମାକ୍ଷାନଗର ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

(ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲ୍ୟାଣ ମଣ୍ଡପ ଠାରେ ଆଜି ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହାକୁ ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶୁଭାରମ୍ଭ କରିଥିଲେ ଏଠାରେ ୮୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହାକୁ ପରିଚାଳନା…
Read More...