Browsing Tag

BJP

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା

ଭୁବନେଶ୍ୱର-: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା। ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ପରେ ଏପରି ସୂଚନା ଦେଲେ ବିଜେପି ସଭାପତି। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି ଏବଂ ଖୁବଶୀଘ୍ର ସଂପ୍ରସାରଣ ହେବ। ଖୁବଶୀଘ୍ର…
Read More...

ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ

ଭୁବନେଶ୍ଵର: ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଲେ ମନମୋହନ ସାମଲ । ସର୍ବ ସହମତିରେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ ।…
Read More...

ପୁଣି ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ, ନିର୍ଦ୍ବନ୍ଦ୍ବରେ ହେଲେ ନିର୍ବାଚିତ

ଭୁବନେଶ୍ଵର: ଶେଷରେ ମନମୋହନ ସାମଲଙ୍କ କାର୍ଯ୍ୟ ଉପରେ ଭରଷା ଦେଖାଇଛି ବିଜେପି । ପୁଣି ବିଜେପି ରାଜ୍ୟ ହେଲେ ସଭାପତି ମନମୋହନ ସାମଲ! ନିର୍ବିବାଦୀୟ ଭାବରେ ମନମୋହନ ସାମଲ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି। ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନଥିଲେ ମଧ୍ୟ ଏକମାତ୍ର…
Read More...

ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର-: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତାକାଲି ନାମାଙ୍କନ,ଦରକାର ପଡ଼ିଲେ ୮ରେ ନିର୍ବାଚନ ହୋଇପାରେ। କାଲିର ନାମାଙ୍କନ ପରେ ନିର୍ବାଚନ ନା ସହମତିରେ ସଭାପତି ସ୍ପଷ୍ଟ ହେବ ବୋଲି ଜଣାପଡିବ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ…
Read More...

ନୀଳଗିରି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ

ନୀଳଗିରି-: ଅଡୁଆରେ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ସନ୍ତୋଷଙ୍କ ବିରୋଧ ବଢିଚାଲିଛି ଅସନ୍ତୋଷ । ବିଭିନ୍ନ ଥାନାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଜେଡି ବାଲେଶ୍ୱର ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନୀଳଗିରି…
Read More...

୮ରେ ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ଵର: ରାଜ୍ୟ ବିଜେପିର ସଭାପତି ଚୟନ ପାଇଁ ଘୋଷଣା ହେଲା ତାରିଖ । ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି, ୭ରେ ନାମାଙ୍କନ । ୮ରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟ୍‌ । ଏନେଇ ସୂଚନା ଦେଇଛନ୍ତି ସହ ନିର୍ବାଚନ…
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ…

ଭୁବନେଶ୍ୱର-: ଚିଟଫଣ୍ଡ ପ୍ରସଙ୍ଗରେ ବିଜେଡ଼ିକୁ କଡ଼ା ଟାର୍ଗେଟ କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଉପରେ ବର୍ଷିଲେ ରାଜ୍ୟ ସଭାପତି ମନମୋହନ ସାମଲ । ସରକାରଙ୍କ ଉପରେ ବିଶ୍ୱାସ ଭରସା ରଖି ଜମାକାରୀ ମାନେ ଚିଟଫଣ୍ଡରେ ଟଙ୍କା ଜମା କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଗତ…
Read More...

ଝାରପଡା ଜେଲରେ ରାତି କାଟିଲେ ବିଜେପି ନେତା, ଜଗାଙ୍କ ବିରୋଧରେ ଲାଗିଛି ୧୧ ଦଫା

ଭୁବନେଶ୍ଵର: ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ମାରିବା ଅଭିଯୋଗରେ ଗତ କାଲି ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଜଗନ୍ନାଥ ପ୍ରଧାନ । ବର୍ତ୍ତମାନ ତାଙ୍କୁ ଝାରପଡା ଜେଲକୁ ନିଆଯାଇଛି । କୋର୍ଟ ଜଗନ୍ନାଥ ପ୍ରଧାନଙ୍କ ଜାମିନ…
Read More...

ବଡ ଖବର: ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ଵର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କଲା ପୋଲିସ । ଗିରଫ ପରେ ଜଗନ୍ନାଥ ପ୍ରଧାନଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ନିମନ୍ତେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିବା ନେଇ ଜଣାପଡିଛି । ସେଠାରେ…
Read More...

BMC ଆଟାକ୍‌; ବିଜେପିରୁ ୫ ସସ୍‌ପେଣ୍ଡ

ଭୁବନେଶ୍ଵର: BMC ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା । ବିଜେପିରୁ ବିଦାହେଲେ ୫ ନେତା । କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କୁ ବିଜେପିରୁ ସସ୍‌ପେଣ୍ଡ୍‌ କରାଯାଇଛି । ସେହିପରି ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ସସ୍‌ପେଣ୍ଡ୍‌ କରିଛି…
Read More...